Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Children

3  

Chittaranjan Nanda

Children

ମହାବଳ ବାଘ ଜଙ୍ଗଲର ଦେଉଛି ହୁଙ୍କାର

ମହାବଳ ବାଘ ଜଙ୍ଗଲର ଦେଉଛି ହୁଙ୍କାର

1 min
168


ଜଙ୍ଗଲର ମହାବଳ ବାଘ ଦେଉଛି ହୁଙ୍କାର

ସାବଧାନ ହୁଅ ଜଗତର ସର୍ବ ନାରୀ ନର |୧|


ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ ତ ପଦା କରୁଛ

ଅହଙ୍କାରୀ ହୋଇ ଆଜି ଦାନବ ସାଜୁଛ |୨|


ମୋତେ ମାରିଣ ମୋହର ଚମଡ଼ା ନେଉଛ 

ତୋ ନିଜ ଇଚ୍ଛାରେ ତାହା ବଜାରେ ବିକୁଛ |୩|


ଟଙ୍କା ପଇସାର ଅତି ଲୋଭ ତୋତେ ଗ୍ରାସିଛି

ପଶୁ ପକ୍ଷୀ ମାରୁଛୁ ସେମାନେ ଲୁପ୍ତ ହେଉଛି |୪|


ଗାଆଁରେ ପଶିବି ହେବ ତୋର ତ ଅସୁବିଧା  

ସେତେବେଳେ ମୋତେ କରି ପାରିବୁକି ବିଦା |୫|



Rate this content
Log in

Similar oriya poem from Children