Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Situ Mishra

Abstract Classics Inspirational

3  

Situ Mishra

Abstract Classics Inspirational

ଯବାନ

ଯବାନ

1 min
402



ମୁ ଦେଶ ପାଇଁ ବଞ୍ଚିବି 

ଦେଶ ପାଇଁ ମରିବି ଏହା ମୋ ସଂକଳ୍ପ

ହେ ବୀର ଯବାନ ତୁମକୁ କୋଟି ପ୍ରଣାମ

ଜଣାଉଛୁ ଦେଶବାସୀ ,

ମାତୃ ଭୂମି ପାଇଁ ନିଜ ଜୀବନକୁ ଦେଇଥିଲ 

ତୁମେ ହସିହସି,

ବୀର ଯବାନ ଆଜି ସୀମାରେ ଯୁଦ୍ଧ କରି କରି

ଶାନ୍ତି ରେ ଯାଇଛି ଶୋଇ

ଶୋଇ ସିନା ଯାଇଛି ହେଲେ ହାରି ଯାଇନାହିଁ 

ଭାରତ ମାଁ ପାଇଁ ,

ନିଜ କର୍ତ୍ତବ୍ୟ ପୂର୍ଣ୍ଣ ମାତ୍ରାରେ ତୁଳେଇଛି

ଶତ୍ରୁ କୁ ମୁହାଁ ମୁହିଁ ଜବାବ୍ ଦେଇ 

ଦେଖାଇଛି ବୀରପଣ ,

ଭାରତ ମା ର ସୁଯୋଗ୍ୟ ସନ୍ତାନ

ହେ ମୋର ବୀର ଯବାନ

ପଛ ଘୁଞ୍ଚା କେବେ ଦେଇନି ଜୀବନେ

ରଖିଛି ମାତୃ ଭୂମି ର ମାନ ,

ମାଟି ମା ର ସୁରକ୍ଷା ପାଇଁ ସମସ୍ତ

ଯବାନ ଜାଗ୍ରତ ପ୍ରହରୀ,

ହେ ଭାରତ ମାଁ ସର୍ବଦା ତୋ କାନି

ପଣତରେ ସୁରକ୍ଷା ଦେବୁ ଏତିକ ମୋ ପ୍ରଣତି ।


Rate this content
Log in

More oriya poem from Situ Mishra

Similar oriya poem from Abstract