Sanjya Tripathy

Classics

3  

Sanjya Tripathy

Classics

ଆଉଟ୍ ସାଇଡର

ଆଉଟ୍ ସାଇଡର

8 mins
181



ଜୀବନର ମଧ୍ୟାହ୍ନରେ ପାଦ ଥାପ ଥିବା ମୋହନ ବାବୁ ତାଂକର ଉତ୍‌ଥାପନ ପତନମୟ

ଜୀବନଯାତ୍ରାରେ ଅନେକ ନୂତନ ଚରିତ୍ରକ ଅନୁଭବିଛତି । କିଂତୁ ଯାବତୀୟ ବାହ୍ୟିକ ବ୍ୟକ୍ତି ବା

ପରିସ୍ଥିତି ସହ ସମୟ ବିତେଇଥିଲେ ବି କେବେ କୌଣସି କାରଣରୁ ନିଜର ନିଜତ୍ଵ ବିକ୍ରି କରି ନାହଂତି

କିଂବା ନିଜ ନୀତି ଓ ଆଦର୍ଶ ସହ ସାଲିସ କରି ନାହଂତି ।

ଛାତ୍ର ଜୀବନରୁ ମୋହନ ଥିଲେ ଜଣେ ପରିଶ୍ରମୀ, ଅଧ୍ୟବସାୟ ସଂପନ୍ନ ଓ ଉଚ୍ଚା ଭିଳାଷୀ ।

ଉତ୍କଟ ଦାରିଦ୍ର୍ୟ ମଧ୍ୟ ଦେଇ ପ୍ରତିପାଳିତ ହୋଇଥିଲେ ହେଁ ଏହି ଅର୍ଥାଭାବ ବାଧବ ସାଜିନି ତାଂକ

ଉଚ୍ଚାଭିଳାଷୀ ଅଭିଯାନରେ । ସ୍କୁଲ ବାହାରେ ପନିପରିବା ବିକି, ଗୋଟି ମାରୱାଡି ଦୋକାନର

ଆୟ ବ୍ୟୟର ବିବରଣୀ ପ୍ରସ୍ତୁତ କରି-ଏପରି କି ନିମ୍ନ ଶ୍ରେଣୀର ଛାତ୍ର ଛାତ୍ରକୁ ଟିଉସନ୍ ପଢାଇ

ନିଜର ଓ ନିଜ ପରିବାରର ଗୁଜରାଣ ମେଟେଇବା ସହିତ କିଛି କିଛି ପଇସା ସଂଚୟ କଲେଣି ଉଚ୍ଚଶିକ୍ଷା

ପାଇଁ ।

କାଳଚକ୍ରର ଅବାରିତ ଗତିରେ ମୋହନଂକର ବି ଜୀବନ ଯାତ୍ରା ଆଗେଇ ଚାଲିଲା ବିଭିନ୍ନ

ପ୍ରିକୂଳ, ସଂଘର୍ଷମୟ ପରିସ୍ଥିତି ମଧ୍ୟ ଦେଇ । ଏ ସବୁ ବାଧାବିଘ୍ନ ମୋହଂକୁ ହତୋତ୍ସାହିତ ଅବା

ଲକ୍ଷ୍ୟଚ୍ୟୁତ ତ କରି ପାରିଲାନି- ଓଲଟା ଅନୁପ୍ରେରିତ କଲା ନିଜ ଜୀବନର ଲକ୍ଷ୍ୟକୁ ପାଇବା ପାଇଁ ।

ମୋହନ ପରି ମେଧାବୀ ଓ ଦୃଢ ଇଚ୍ଛାଶକ୍ତି ସଂପନ୍ନ ଯୁବକ କଷ୍ଟ ମଷ୍ଟେ ସ୍ନାତକ ଡିଗ୍ରୀ ହାସଲ

କଲାପରେ ପ୍ରଥମେ ମନସ୍ଥ କରିଥଲା- କମ୍ପଟିଟିଭ୍ ପରୀକ୍ଷା ଦେଇ ଗୋଟେ ଭଲ ଚାକିରୀରେ ଯୋଗ

ଦେବ ବୋଲି । କିଂତୁ ବର୍ତମାନର ଯୁଗରେ ମେଧା ପରିବର୍ତ୍ତେ ଅର୍ଥବଳ। ଲୋକବଳ ଦ୍ବାରା ଚାକରୀ

ମିଳୁଛି- ଏହି ନିର୍ମମ ସତ୍ୟଟିକୁ ଅଂଗେ ନିଭେଇଲା ପରେ ଜୀବିକା ନିର୍ବାହ ପାଇଁ ଗୋଟେ ପ୍ରାଇଭେଟ୍

କଂପାନୀରେ ଲେବର (ଶ୍ରମିକ) ପଦରେ ଯୋଗଦବାକୁ ପରିସ୍ତିତି ବାଧ୍ୟ କଲା ମୋହନକୁ ।

ମୋହନର ସିଫ୍‌ ଡ୍ୟୁଟି-ଆଠ ଘଂଟା । ନିତ୍ୟକର୍ମ, ଭୋଜନ ଓ ଶୟନରେ ଆଉ ଆଠ

ଘଂଟା । ବାକି ଆଠ ଘଂଟାରେ ମୋହନର ମଂଡରେ ପିଟି ହୋଇ ଯାଆଂତି ଫେଚା ଫେଚା ଶବ୍ଦ-

ସେ ଲେଖି ଚାଲେ ଫର୍ଘ ଫର୍ଘ କବିତା । ସେ ଗୁଡିକ ଜୀବନଧର୍ମୀ ସାହିତ୍ୟର ବାର୍ତାବହ- ବାସ୍ତବତାରେ

ପରିପୂର୍ଣ୍ଣ ଓ ଅନୁଭୂତି ସଂପନ୍ନ ମାର୍ଗଦର୍ଶନ ଦ୍ବାରା ପରିପୁଷ୍ଟ ।

ସାଂପ୍ରତିକ ସମାଜରେ କ୍ୟାନସର ପରି ବ୍ୟାପୁଥିବା ଗଣଦୁଷ୍କର୍ମ, ହତ୍ୟା, ଲୁଟ୍‌ରାଜ୍,

ବିଚ୍ଛିନ୍ନତାବାଦୀ ତଥା ଆତଂକବାଦୀ କାର୍ଯ୍ୟକଳାପ ଦ୍ବାରା “ବ୍ୟବସ୍ଥା” ଟି ସଂପୂର୍ଣ୍ଣ ରୂପେ

ଜନସାଧାରଣକ ଆସ୍ଥା ହରାଇଛି । ଆଉ ଏହି କେନ୍ଦ୍ରୀୟ ଥୁମ୍ଟି ମୋହନର କବିତାରେ ନିଛକ୍

ରୂପେ ପ୍ରତିଫଳିତ ଓ ପ୍ରତିବାଦିତ ହେବା ଦ୍ବାରା ସେ ଏକ ଉଦୀୟମାନ ବିଦ୍ରୋହୀ କବିର ଆଖ୍ୟା

ପାଇଲାଣି । ସ୍ଥିତିବାଦର ଉଭୟ ଉଷ ଓ ଉତ୍ତରଣ ଘଟିଛି ତା କବିତାରେ ।

ବନମାଳତୀ ବନରେ ଫୁଟି ଝରିଗଲା ପରି ମୋହନର ବି ଏହି କବି ପ୍ରତିଭା ଲୋକଲୋଚନକୁ ଆସି ନ ଥତା ଯଦି ସେ ସହରରେ ଜଣେ ବିଶିଷ୍ଟ ଶିଳ୍ପପତି ରାଜେନ୍ଦ୍ର ଫଡା ମନସ୍କ କରି ନ ଥତେ

ନିଜ ଉଦ୍ୟମରେ ଗୋଟିଏ ଅଚଳିକ ଦୈନିକ ଖବରକାଗକ ପ୍ରକାଶନ ଓ ପ୍ରସାରଣ ପାଇଁ ଅଂଟ ।

ଭିଡି ନ ଥତେ । ରଶଂଦ୍ର ବାବୁ ପ୍ରାଚୁର୍ଯ୍ୟ ଭିତରେ ବଢିଥରଲେ ହେଁ ତାଂକ ପାଖରେ ଥିଲା ଗୋଟିଏ

ଦରଦୀ, ସଂବେଦନଶୀଳ ହୃଦୟ ଏବଂ ଚିହ୍ନରା କୋହରୀର ମାନସିକତା । ଦୈନିକ ସଂବାଦ ପତ୍ର

“ଦିନଲିପି” ପ୍ରତିଷ୍ଠା କରିବା ପାଇଁ ମନସ୍କ ହେଲା ପରେ ସେ ପ୍ରଥମେ ଏକ ପଚିଶ ଜଣିଆଟିମ୍ ଗଢିଲେ

ସଂବାଦ ପତ୍ର ପାଇଁ ଲେଖା ସଂଗ୍ରହ ଠାରୁ ଆରଂଭ କରି ମୁଦ୍ରଣ ଓ ବିତରଣକୁ ସୁବ୍ୟବସ୍ଥିତ କରିବା ପାଇଁ

ଦିନେ ମୋହନର ରାତ୍ରି ସିଫଟ୍ ସକାଳ ୬ ଟାରେ ସରିବା ପରେ ସେ ଚାଲି ଚାଲିଫେରୁଥାଏ

ଘରକୁ । ଶୀତୁଆ ସକାଳ ଶିରିଶିରି ନେମାଳ ପବନ ଓ ବିଂଦୁ ସିଂଦୁ କାକର ବୀଜା ମାଟିର ବାସ୍ନାରେ

ମୋହନ ଭିତରେ ଥିବା କବି ଟି ଜାଗି ଉଠିଲା ଏବଂ ସେ ତତ୍‌କ୍ଷଣାତ ଖୋଜି ବୁଲିଲା। କାଗଜ ଓ କଲମ

। ଯୋଗକୁ ଗୋଟିଏ ମାରୱାଡି ଦୋକାନ ସେହିକ୍ଷଣି ଖୋଲା ଯାଇଥିଲା । ମୋହନ ସେ ଦୋକାନକୁ

ଯାଇ ବଦିସ୍ତେ କାଗଜ ଓ କଲମଟିଏ କିଣି ଖୋଜିଲା । ଗୋଟିଏ ନିକାଂଚନ ସ୍ଥାନ । ସେହି ସଂଧାନରେ

ପଦଚାରଣ କରୁ କରୁ ହଠାତ୍ ପଛପଟୁ ଗୋଟିଏ କିଶୋର ବାଳକ ସାଇକର ଘଂଟି ବଜାଇ ଦିନଲିପି

ଦିନଲିପି ବୋଲି ଚିଲ୍ଲେଇ ଯାଉଥିଲା । ମୋହନ ତାକୁ ଅଟକାଇଲ ଏବଂ ଦେଢ ଟଂକା ଦେଇ ତା’ଠୁ

ସେ ଦିନର ଖଣ୍ଡବ କାଗଜଟିଏ କିଣିଲା । କିଛି ବାଟ ଗଲା ପରେ ତା ଆଖି ସାମ୍ନାରେ ପଡିଲା

ଗୋଟିଏ ଇଂ ପତିତ୍ୟକ୍ତ କେବି। ସେଇଠି ବସି ପ୍ରଥମେ ସେ ତାର କବିତା ଭୂତ ଉତ୍କାରିଲା ଏବଂ ତା

ପରେ ଖବର କାଗଜ ପଢିଲା । ସେଇଠି ଦେଖିଲା- ଲେଖା ଆବଶ୍ୟକ “ଦିନଲିପି” ର ଦୈନିକ

ସାହିତ୍ୟ ପୃଷ୍ଠା “ କିଶଳୟ” ପାଇଁ ।

ଖବର କାଗଜ ବିଜ୍ଞାପନ ପଢିବା ପରେ ମୋହନ କିଛିଟା

ଅଫ୍‌ଟାଇମରେ ଖୋଜି ଖୋଜି କାଗଜର କାର୍ଯ୍ୟାଳରେ ପହଂଚି ତା

ଆସିଲ ନିଜ ଠିକଣା ସହ ।

ଦୈବୀ ସଂଯୋଗ ପରି ତିନି ଦିନ ପରେ ଅଫିସରୁ ଘରକୁ ଫେରିଲା ପରେ ମୋହନ ଦେଖିଲା

ଡାକରେ ଆସିଥିବା ଦିନଲିପ ର ସେହି ଦିନର ସଂସ୍କରଣ ଯେଉଁଥ ତା’ର କବିତା ଗୋଟିଏ ପ୍ରକାଶିତ

ହୋଇଥିଲା । ମୋହନର ଆନଂଦ ଦେଖେ କିଏ ? ସତେ ଯେମିତି ଚଂଦ୍ରପୃଷ୍ଠରେ ପାଦ ଥୋଇଛି ।

ଏହି ଘଟଣାରେ ପ୍ରୋତ୍ସାହିତ ହୋଇ ମୋହନ ନିୟମିତ ଭାବେ ନିଜର ଫକା ସମୟରେକବିତା,

ଅନୁବାଦ, କବିତା, ଆଲୋଚନା, କ୍ଷୁଦ୍ରଗଳ୍ପ ମାନ ଲେଖି “ଦିନଲିପି” କୁ ପଠାଇ ଚାଲିଲା ଯାହା କି

ନିୟମିତ ବ୍ୟବଧାନରେ ପ୍ରକାଶିତ ହୋଇ ବସିଲା ।

ବର୍ଷେ ଗଲା ପରେ ମୋହନ ଗୋଟିଏ ନିମଂତ୍ରଣ ପତ୍ର ପାଇଲା “ଦିନଲିପି” ର ପ୍ରଥମ ବାର୍ଷିକୀ

ଉତ୍ସବରେ ଯୋଗ ଦେବା ପାଇଁ । ସେହି ୱଉତ୍ସବରେ ଶ୍ରେଷ୍ଠ ନବ ପ୍ରତିଭା ସମ୍ମାନ ସ୍ୱରୂପ ଗୋଟିଏ

ମାନପତ୍ର ଓ ଦୁଇହଜାର ଟଂକା ବି ପୁରସ୍କାର ପାଇଲା ମୋହନ ।

ଏଇମିତି ଦୁଇ ଚାରି ବର୍ଷ ଗଲା ପରେ ଉଭୟ “ଦିନଲିପି” ଓ ମୋହନ ସେହି ସହରରେପ୍ରସିଦ୍ଧ ହୋଇଗଲେ । ହଠାତ୍ ଦିନେ ରାଜେନ୍ଦ୍ର ବାବୁ ଡକାଇ ପଠାଇଲେ ମୋହନ କୁ ତାଂକ ଅଫିସ୍‌କୁ

। ସେଇଠି କହିଲେ, ”ଆପଣ ଆମର ସାହିତ୍ୟ ପୃଷ୍ଠାର ଜଣେ ନିୟମିତ ଲେଖକ । ତେବେ ଆପଣ

ଆମର ସଂପାଦନା ମଂଜଳୀ ରେ କାମ କରିବେ କି ?'

ମୋହନ ଉତ୍ତର ଦେଲା - “ସାର” ବର୍ତମାନ ମୁଁ ପରିବାର ପ୍ରତିପୋଷଣ ପାଇଁ ଗୋଟିଏ

ପ୍ରାଇଭେଟ କଂପାନୀରେ କାମ କରୁଛି ଓ ମାସକୁ ଦଶହଜାର ଟଂକା ଦରମା ପାଉଛି । କିଂତୁ ଆପଣଙ୍କ

ଖବରକାଗଜ ଜଏନ କଲେ ମୋତେ ଚ ଚାକିରୀ ଛାଡିବାକୁ ପଡିବ ତେବେ ମୋର ପରିବାର ଚଳିବେ

କେମତି ?

ରାଜେନ୍ଦ୍ର କହିଲେ “ ଆମ ପାଖରେ କାମ କଲେ ଆମେ ବି ଆପଣଙ୍କୁ ମାସିକ ଦଶହଜାର

ଟଂକା ଦେବୁ । ଏଇଠି ବି ଆଠଘଂଟିଆ ସିଫ୍‌ଟ ଡ୍ୟୁଟି । ତେବେ ଚଏସ୍ ଆପଣକର ।

ସେ ଦିନ ଘରକୁ ଫେରିଲା ପରେ ମୋହନ ବହୁତ ଚିଂତା କଲା । ଗୋଟିଏ ପଟେ ନିଜର

ଇଚ୍ଛାବିରୁଦ୍ଧ ଗଧଖଟଣୀ ଏବଂ ଅନ୍ୟ ପଟେ ନିଜର ରୁଚିର କାମ ।

ତା ପରଦିନ ମୋହନ ତା’ କଂପାନୀ ଅଫିସ୍‌ରେ ଇସ୍ତଫା ଦେଇ ‘ଦିନଲିପି’ ଜଏନ୍ କଲା ।

ତାକୁ ପ୍ରଥମେ ସହ ସଂପାଦକ ପଦ ମିଳିଲା । ଆଗରୁ ଯଦିଓ କଂପ୍ୟୁଟରରେ ପ୍ରବୀଜ୍ ନ ଥିଲା ସେ,

ତଥାପି ସ୍ତ୍ରୀୟ ଉଦ୍ୟମରେ ମାସ ଦୁଇଟାରେ କଂପ୍ୟୁଟରରେ ସିଦ୍ଧ ହସ୍ତ ହୋଇଗଲା ।

କାଳଚକ୍ର ଘୁରି ବୁଲିଲା । ମୋହନା ବାହା ସାହା ହୋଇ ଘର ସଂସାର କଲା ଏବଂ ବର୍ଷକୁ ବର୍ଷ

ଉଭୟ ତାର ଦରମା ଓ ସାହିତ୍ୟ ସାଧନା ବଢି ବଢି ଚାଲିଲା । ତାର ସ୍ଵଳ୍ପଭାଷୀ, ମିଷ୍ଟ ଭଦ୍ର, ଅମାୟିକ

ବ୍ୟବହାର ଓ ସରଳ ଜୀବନ ଯାପନରେ ଖାଲି ଯେ ତାର ସହକର୍ମୀ ମାନେ ନୁହଁ, ଏପରିକି ରାଜେନ୍ଦ୍ର

ବାବୁ ବି ପ୍ରଭାବିତ ହେଲେ ଏବଂ ଯେତେବେଳେ ଜାଣିଲେ ଯେ ମୋହନ ତାଂକ ଟିମ୍ର ନେତୃତ୍ୱ ନେବା

ପାଇଁ ପ୍ରସ୍ତୁତ ହୋଇ ପ୍ରଥମେ ଏକ ପଚିଶ ଜଣିଆଟିମ୍ ଗଢିଲେ ସଂବାଦ ପତ୍ର ପାଇଁ ଲେଖ ସଂଗ୍ରହ ଠାରୁ ଆରଂଭ କରି ମୁଦ୍ରଣ ଓ

ବିତରଣକୁ ସୁବ୍ୟବସ୍ଥିତ କରିବା ପାଇଁ ।

ଦିନେ ମୋହନର ରାତ୍ରି ସିଫଟ୍ ସକାଳ ୬ ଟାରେ ସରିବା ପରେ ସେ ଚାଲି ଚାଲି ଫରୁଥାଏ ଘରକୁ ।

ଶୀତୁଆ ସକାଳ ଶିରିଶିରି ହେମାଳ ପବନ ଓ ବିଂଦୁ ସିଂଦୁ କାକର ବୀଜା ମାଟିର ବାସ୍‌ନାରେ ମୋହନ ଭିତରେ

ଥିବା କବି ଟି କାଗି ଉଠିଲା ଏବଂ ସେ ତତ୍‌କ୍ଷଣାତ ଖୋଜି ବୁଲିଲା କାଗଜ ଓ କଲମ । ଯୋଗକୁ ଗୋଟିଏ

ମାଇୱାଡି ଦୋକାନ ସେହିକ୍ଷଣି ଖୋଲା ଯାଇଥିଲା । ମୋହନ ସେ ଦୋକାନକୁ ଯାଇ ଦବିସ୍ତେ କାଗଜ ଓ

କଲମଟିଏ କିଣି ଖୋଳିଲା । ଗୋଟିଏ ନିକାଂଚନ ସ୍ଥାନ । ସେହି ସଂଧାନରେ ପବଚାରଣ କରୁ କରୁ ହଠାତ୍

ପଛପଟୁ ଗୋଟିଏ କିଶୋର ବାଳକ ସାଇକର ଘଂଟି ବଜାଇ ଦିନଲିପି ଦିନଲିପି ବୋଲି ଚିହ୍ନେଇ ଯାଇଥୁଲା ।

ମୋହନ ତାକୁ ଅଟକାଇଲ ଏବଂ ଦେବ ଟଂକା ଦେଇ ତା’ଠୁ ସେ ଦିନର ଖରବ କାଗଜଟିଏ କିଣିଲା । କିଛି ବାଟ

ଗଲା ପରେ ତା ଆଖି ସାମ୍ନାରେ ପଢିଲା ଗୋଟିଏ ରଂଗ ପତିତ୍ୟକ୍ତ କେଚ୍ । ସେଇଠି ବସି ପ୍ରଥମେ ସେ ତାର

କବିତା ଭୂତ ଉତ୍କାରିଲା ଏବଂ ତା ପରେ ଖବର କାଗଜ ପଢିଲା । ସେଇଠି ଦେଖିଲା- ଲେଖା ଆବଶ୍ୟକ

“ଦିନଲିପି” ର ଦୈନିକ ସାହିତ୍ୟ ପୃଷ୍ଠା “ କିଶଳୟ” ପାଇଁ ।

ଖବର କାଗଜ ବିଜ୍ଞାପନ ପଢିବା ପରେ ମୋହନ କିଛିଟା ଅନୁପ୍ରେରିତ ହେଲା ଏବଂ ତାର ଅଫ୍‌ଟାଇମରେ

ଖୋଜି ଖୋଜି କାଗଜର କାର୍ଯ୍ୟାଳରେ ପହଂଚି ତା ସ୍ୱରଚିତ କବିତା କେଇ ଝଡ ଦେଇ ଆସିଲ ନିଜ ଠିକଣା ସହ ।

ଦୈବୀ ସଂଯୋଗ ପରି ତିନି ଦିନ ପରେ ଅଫିସରୁ ଘରକୁ ଫେରିଲା ପରେ ମୋହନ ଦେଖିଲା ଡାକରେ

ଆସିଥୁବା ଦିନଲିପ ର ସେହି ଦିନର ସଂସ୍କରଣ ଯେଉଁଥ ତା’ର କବିତା ଗୋଟିଏ ପ୍ରକାଶିତ ହୋଇଥିଲା ।

ମୋହନର ଆନଂଦ ଦେଖେ କିଏ ? ସତେ ଯେମିତି ଚଂଦ୍ରପୃଷ୍ଠରେ ପାଦ ଥୋଇଛି ।

ଏହି ଘଟଣାରେ ପ୍ରୋତ୍ସାହିତ ହୋଇ ମୋହନ ନିୟମିତ ଭାବେ ନିଜର ଫକା ସମୟରେକବିତା,

ଅନୁବାଦ, କବିତା, ଆଲୋଚନା, କ୍ଷୁଦ୍ରଗଳ୍ପ ମାନ ଲେଖି “ଦିନଲିପି” କୁ ପଠାଇ ଚାଲିଲା ଯାହା କି ନିୟମିତ

ବ୍ୟବଧାନରେ ପ୍ରକାଶିତ ହୋଇ ବସିଲା ।

ବର୍ଷେ ଗଲା ପରେ ମୋହନ ଗୋଟିଏ ନିମଂତ୍ରଣ ପତ୍ର ପାଇଲା “ଦିନଲିପି” ର ପ୍ରଥମ ବାର୍ଷିକୀ ଉତ୍ସବରେ

ଯୋଗ ଦେବା ପାଇଁ । ସେହି ସଇତ୍ସବରେ ଶ୍ରେଷ୍ଠ ନବ ପ୍ରତିଭା ସମ୍ମାନ ସ୍ଵରୂପ ଗୋଟିଏ ମାନପତ୍ର ଓ ଦୁଇହଜାର

ଟଂକା ବି ପୁରସ୍କାର ପାଇଲା ମୋହନ ।

ଏଇମିତି ଦୁଇ ଚାରି ବର୍ଷ ଗଲା ପରେ ଉଭୟ “ଦିନଲିପି” ଓ ମୋହନ ସେହି ସହରରେ ପ୍ରସିଦ୍ଧ

ହୋଇଗଲେ । ହଠାତ୍ ଦିନେ ରାଫେନ୍ଦ୍ର ବାବୁ ଡକାଇ ପଠାଇଲେ ମୋହନ କୁ ତାଂକ ଅଫିସ୍‌କୁ । ସେଇଠି

କହିଲେ, ” ଆପଣ ଆମର ସାହିତ୍ୟ ପୃଷ୍ଠାର ଜଣେ ନିୟମିତ ଲେଖକ । ତେବେ ଆପଣ ଆମର ସଂପାଦନା

ମଜୀ ରେ କାମ କରିବେ କି ?”

ମୋହନ ଉଡ୍ର ଦେଲା - “ସାର” ବର୍ତମାନ ମୁଁ ପରିବାର ପ୍ରତିପୋଷଣ ପାଇଁ ଗୋଟିଏ ପ୍ରାଇଭେଟ

କଂପାନୀରେ କାମ କରୁଛି ଓ ମାସକୁ ଦଶହଜାର ଟଂକା ଦରମା ପାଉଛି । କିଂତୁ ଆପଣକ ଖବରକାଗଜ ଜଏନ

କଲେ ମୋତେ ଚ ଚାକିରୀ ଛାଡିବାକୁ ପଡିବ ତେବେ ମୋର ପରିବାର ଚଳିବେ କେମିତି ?

ରାଚଂଦ୍ର କହିଲେ “ ଆମ ପାଖରେ କାମ କଲେ ଆମେ ବି ଆପଣକୁ ମାସିକ ଦଶହଜାର ଟଂକା ଦେବୁ ।

ଏଇଠି ବି ଆଠଘଂଟିଆ ସିଫ୍‌ ଡ୍ୟୁଟି । ତେବେ ଚଏସ୍ ଆପଣ କର ।

ସେ ଦିନ ଘରକୁ ଫେରିଲା ପରେ ମୋହନ ବହୁତ ଚିଂତା କଲା । ଗୋଟିଏ ପଟେ ନିଜର ଇଚ୍ଛାବିରୁଦ୍ଧ

ପଧଖଟଣୀ ଏବଂ ଅନ୍ୟ ପଟେ ନିଜର ରୁଚିର କାମ ।

ତା ପରଦିନ ମୋହନ ତା’ କଂପାଳୀ ଅଫିସ୍‌ରେ ଇସ୍ତାଫା ଦେଇ ‘ଦିନଲିପି’ କଏନ୍ କଲା । ତାକୁ ପ୍ରଥ

ସହ ସଂପାଦକ ପଦ ମିଳିଲା । ଆଗରୁ ଯଦିଓ କଂପ୍ୟୁଟରରେ ପ୍ରବୀନ ନ ଥିଲା ସେ, ତଥାପି ବୀୟ ଉଦ୍ୟମରେ

ମାସ ଦୁଇଟାରେ କଂପ୍ୟୁଟରରେ ସିଦ୍ଧ ହସ୍ତ ହୋଇଗଲା ।

କାଳଚକ୍ର ଘୁରି ବୁଲିଲା । ମୋହନା ବାହା ବାହା ହୋଇ ଘର ସଂସ୍କାର କଲା ଏବଂ ବର୍ଷକୁ ବର୍ଷ ଉଭୟ

ତାର ଦରମା ଓ ସାହିତ୍ୟ ସାଧନା ବଢି ବଢି ଚାଲିଲା । ତାର ସ୍ଵଭାଷୀ, ମିଷ୍ଟ ଭଦ୍ର, ଅମାୟକ ବ୍ୟବହାର ଓ

ସରଳ ଜୀବନ ଯାପନରେ ଖାଇ ସେ ଡାଇ ସହକର୍ମୀ ମାନେ ନୁହଁ, ଏପରିକି ଭାଜେନ୍ଦ୍ର ବାବୁ ବି ପ୍ରଭାବିତ ହେଲେ

ଏବଂ ଯେତେବେଳେ ଜାଣିଲେ ଯେ ମୋହନ ତାଂକ ଟିମ୍‌ର ନେତୃତ୍ବ ନେବା ପାଇଁ ପ୍ରସ୍ତୁତ ହୋଇ ଗଲାଣି, ସେ

ମୋହନକୁ “ଦିନଲିପି” ର କାର୍ଯ୍ୟକାରୀ ସଂପାଦକ ପଦବୀ ଦେଇ କ୍ରମଶଃ ଅପସରି ଗଲେ ଦିନଲିପି ର ନିଦିଦିଅ

ମ୍ୟାନେଜ୍‌ମେଟରୁ । କେବଳ ପ୍ରତିଷ୍ଠାତା ସଂପାଦକ ଓ ପ୍ରକାଶକ ସ୍ଥାନରେ ତାଂକ ନାଁ ମୁଦ୍ରିତ ହେଲା ।

ଦିନଲିପି କ୍ରମଶଃ ଯୌବନରେ ପାଦ ଥାପିଲ ଏବଂ ସେ ଅଂଚଳର ପ୍ରଥମ ଦୈନିକ ସଂପାବଦପତ୍ର ରୂପେ

ତାର ରୌପ୍ୟ ଜୟଂତୀ ମହା ସମାରୋହାରେ ପାଳିତ ହେଲା । ମୋହନର ଦିଗ୍‌ଦର୍ଶନ ଓ ରାଜେନ୍ଦ୍ର ବାବୁକ

ଅନବରତ ପ୍ରେରଣା ଫଳରେ କାଇକଟି ସେ ସହରର | ଆଖପାଖର ପଚାଶଟି ଗାଁର ଲୋକଂକ ଦୈନଦିନ ଜୀବନ

ଚର୍ଯ୍ୟାର ଏକ ଅଭିଚ୍ଛେଦ୍ୟ ଅଂଗ ହୋଇଗଲା ।

ଏତେ ସବୁ ହେଲା ପରେ ବି ହଠାତ୍ ଦିନେ ଦିନେ ରାତ୍ରିର ନିସ୍ତବ୍‌ଧ ମୋହଳର ନିଦ ବାଉଁ କିନା ଭାଂଗି

ଯାଏ । ଧଡପଡ ହୋଇ ଉଠିବସି ସେ ଚିଂତା କରେ- କଣ ସତରେ ତାର ଜୀବନର ଲକ୍ଷ୍ୟ ପରିପୂର୍ଣ ହୋଇଗଲା ?

ଜୀବନରେ ଆଉ କିଛି କରିବାର ନାହିଁ ।

ଯଦିଓ ଏ ଭିତରେ “ଦିନଲିପି” ର ପ୍ରେସ୍‌ର ସାହାଯ୍ୟ ନେଇ ମୋହନ ତାର ଚାରି ଚାରିଟା କବିତା

ସଂକଳନ ପ୍ରକାଶ କରି ସାରିଛି ଏବଂ ସେ ଗୁଡିକ ପାଠକୀୟ ଆଦୃତି ବି ଲାଭ କରିଛି- ତଥାପି ମୋହନକୁ ଲାଗେ

ସେ ଜଣେ ଅସଂପୂର୍ବ ମଣିଷ । ଆର୍ଥିକ ସ୍ୱଚ୍ଛଳତା ସଂଗଲୁ କିଛିଟା ସାମାଜିକ ଖ୍ୟାତି ଆସିଥିଲେ ହେଁ ଅପ୍ରାପ୍ତିର

ଅନୁଶୋଚନାରେ ପ୍ରଜ୍ଜ୍ୱଳିତ ହୁଏ ମୋହନର ଆଜ୍‌ମା । ଏୟା ଅବଶ୍ୟ ସତ ଯେ ଜୀବନରେ ଯାହା କିଛି- ଯେତେ

ପାଇଲେ ବି ଇଣ୍ଟରଂକ ଅଜବ ସୃଷ୍ଟି ଏହି ମଣିଷଟି କେବେ ବି ଅମୃତୁଷ୍ଟି ପାଇପାରେ ନାହିଁ । କବି ଲେଖିଛତି “

ପୁଂଦର ତୃପ୍ତିର ଅବସାନ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଘାଇ” । ଏବଂ ଯଥା ଶିଘ୍ର ଆତ୍ମସଂତୋଷ ଲାଭ ନ

କଲେ ସୃଷ୍ଟିଶୀଳ ମଣିଷର ଚିଂତା ଓ ଚେତନାରେ ବ୍ୟାପକ ପରିବର୍ତନ ଆସି ଥାଏ । ପୋଜିଟିଭ୍ ଲାଇଫ୍ ଷ୍ଟାଇଲ

ପରିବର୍ତ୍ତେ ଧୀରେ ଧୀରେ- ଅତି ସଂତର୍ପଣ ପଦପାତରେ ମନୁଷ୍ୟର ମନ ରେ ନକାରାତ୍ମକ ଚିଂତାଧାର ପ୍ରବେଶ

କରିଥାଏ ।

ମଟୁଷ୍ୟର ମାନସପଟରେ ନାହିଁ ନାହିଁର ନଗଡା ଆଧୁପତ୍ୟ ବିସ୍ତାର କଲେ ଏହା ପ୍ରତିଫଳିତ ହୁଏ କ୍ରମଶଃ

ତଗାର ଦୈନଦିନ ଜୀବନ ଯାତ୍ରାରେ- ଦିନଚର୍ଯ୍ୟାରେ ଯେମିତି ହେଲା ମୋହନର କେସ୍‌ରେ । ଏକ ବିଯୁକ୍ତ

ମନୋଭାବ ପରିଲକ୍ଷିତ ହେଲା ତା ଜୀବନ ଦର୍ଶନରେ- ଜୀବନ ତତ୍ପରେ । ପ୍ରତ୍ୟେକ କଥାର କାଲାମୁକା ଦେଖିବା

ପରିବର୍ତେ ସେ ଦନିକୁ ଭସାଇ ଦେଲା କାଳ୍ପନିକ ନର୍କ ପୁଂବର ଭଜାଣି ଯମୁନାରେ । କ୍ରମଶଃ ସେ ଅପସରି ଗଲା ତା

ସମ୍ମୁଖରେ ଥିବା କୁନଂତ ପ୍ରସଂ ଗୁଡିକରୁ ।

ଏହି ଅଚାନକ ବୃହନୁଳା ରୂପ ଦେଖି ମୋହନର ସହକର୍ମୀ, ବଂଧୁ ବଂଧବ, ଜ୍ଞାତି କୁଟୁବ ସମସ୍ତ ଆଶ୍ଚ ର୍ଯ୍ୟ

ଚକିତ । ମୋହନ ଧୀରେ ଧୀରେ ନିଜକୁ ଦୂରେଇ ନେଲା କୋଳାହଳ ଠାରୁ ଏବଂ ଅଶଂଜ ନୀରବତା ମଧ୍ୟରେ

ଆରଂଭ ହେଲା ତାର ମାନସ ମଂଅନ-ଆତ୍ମନିରୀକ୍ଷଣ । କିଂତୁ ଆଲର୍ବ କେମୁକ ଆଉଟ୍ ସାଇଡର୍ ଚରିତ୍ରରେ

ଚିତ୍ରିତ ହେବା ପୂର୍ବରୁ ପୁଣି ୟୁ ଟର୍ସ ମାରିଲା ମୋହନର ଜୀବନ କାହାଣୀ ।ସେ ବର୍ଷ ଘୋଷିତ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ହେଲା ମୋହନର କବିତା

ସଂକଳନ” ମୌସୁମୀ” ଏଇ ଖବରଟି ଥିଲା ସଂପୂର୍ଣ୍ଣ ରୂପେ ଅପ୍ରତ୍ୟାଶିତ । ଏହି ସୁସଂବାଦ ଦ୍ଵାରା ମୋହନର

ଚେତନାର ନିମ୍ନଗାମୀ ପାରଦ ପୁଣି ଉପରକୁ ଉଠିଲା ଡିପ୍ରେସିଭ୍ ସାଇକୋସିସ୍ ପରିବେତେ ମୋହନ ପାଇଲା

ଜିବନକୁ ଜୀଇଁବାର ଏକ ଅଭୂତପୂର୍ବ ଦୃଷ୍ଟିରଂଗୀ- ଆଭିମୁଖ୍ୟ ।

ସେ ଆଉ ତାର ମସ୍ତିଷ୍କକୁ ଅଳସ ହେବା ପାଇଁ ଦେଲା ନାହିଁ- କାରଣ Idel mind is Devils

workship । ଚବିଶଘଂଟା କାମ କରି ସେ ତାର ଅନେକ ପରିକଳ୍ପିତ କିଂତୁ ଅକ୍ରିୟାନୁଷ୍ଠିତ ପ୍ରୋଜେକ୍ଟ ଗୁଡିକ

ଗୋଟିଏ ପରେ ଗୋଟିଏ ସଂପୂର୍ଣ୍ଣ କରି ଚାଲିଲା । ତା ଜୀବନରେ ସ୍ଥିତିବାଦର ଉଭୟ ଉଷ ଓ ଭରଣ

ସଂଘଟିତ ହେଲା ଭିନ୍ନ ଭିନ୍ନ ପର୍ଯ୍ୟାୟରେ- ପୃଥକ ଏକ ପରିଭାଷାରେ । ଆବର୍ତନ, ବିବର୍ତନ, ଓ ପରିବର୍ତନର

ତ୍ରିବେଣୀ ସଂଗମରେ ମୋହନର ବ୍ୟକ୍ତିତ୍ଵ ବିକଶିତ ହେଲା ସର୍ବଶେଷ, ସର୍ବଶ୍ରେଷ୍ଠ ଓ ସଦ୍ୟ ରୂପରେ । ଜୀବନରେ

ଘଟିଯାଇଥିବା ଘଟଣା/ଦୁର୍ଘଟଣା/ ଅଘଟଣ ତଥା ଘଟଣା ଚରିତ୍ର ସବୁ ଅସାଧାରଣ ନ୍ୟାୟରେ ମୋହନ ସାମୂନା

କରିଥିବ । ବୀତସ୍ପୃହ ବିପର୍ଯ୍ୟୟର ବିଷ ବଳୟ ଭେଦ କରି ହଠାତ୍ ମୋହନର ଅଂତଃକରଣରୁ ଉଦ୍‌ଗୀରଣ ହେଇ

ଅଫୁରଂତ ପ୍ରାଣ ପ୍ରାଚୁର୍ଯ୍ୟର ଅଂତଃ ସଲିଳା ଫଲ୍‌ଗୁ । ସେ ପ୍ରକୃତିସ୍ଥ ହୋଇ ପୁଣି ଥରେ ଜୀବନର ମହାଯାତ୍ରାରେ

ସାମିଲ ହୋଇଗଲା ଅଭିଯାତ୍ରୀ ଅଭିମନ୍ୟୁର ଅପ୍ରତିହତ ପ୍ରାଣଶକ୍ତି ନେଇ- ମଧୁକ୍ଷରା ସୁରଭୀର ନବସଂଜୀବନୀ

ନେଇ ଯାହା ଗଡି ଆସିଲା ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।


Rate this content
Log in

Similar oriya story from Classics