Manju Rath

Others

4  

Manju Rath

Others

କଲରାପତିଆ ବାଘ

କଲରାପତିଆ ବାଘ

1 min
19


ଗାଁ ରେ ଭାଳେଣି ପଡିଲାଣି ଜଙ୍ଗଲ ରୁ ପଳାଇ ଆସିଛି 

କଲରାପତିଆ ବାଘ ଟିଏ 

ଶୁନ୍ ଶାନ୍ ରାତି ଗାଁ ଲୋକ କୁ ନିଦ ନାହି ଡର ରେ ସମସ୍ତଙ୍କ ର 

ଛାତି ଧକ୍ ଧକ୍ କରୁଛି 

ସମସ୍ତ ଗାଁ ଲୋକ ଲାଣ୍ଠିନ୍ ନିଆଁ ହୁଳା ଧରି ଜଗିବସିଛନ୍ତି ।


ଧୀରେ ଧୀରେ ସମୟ ଅତିବାହିତ ହୁଏ ରାତି ପାଇ ସକାଳ ହୁଏ 

କଲରାପତିଆ ବାଘ ର ଦେଖା ଦର୍ଶନ ନାହିଁ 

ଗାଁ ଲୋକେ ସବୁବେଳେ ଭୟ ରେ ରହିଥାନ୍ତି ହଟାତ୍ କେତେବେଳେ ଯଦି ଆକ୍ରମଣ କରିଦିଏ କଲରାପତିଆ ବାଘ 

ସେମାନଙ୍କୁ ବୁଦ୍ଧିବାଟ କିଛି ଦିଶୁ ନ ଥାଏ ସବୁଦିନ ଏହିପରି ଭାବ ରେ ରାତି ଅନିଦ୍ରା ରହୁଥାନ୍ତି ଗାଁ ଲୋକେ ।


ଦିନେ ହଠାତ୍ କଲରାପତିଆ ବାଘ ର ଆଭିର୍ବାବ ହୁଏ 

ଗାଁ ଲୋକଙ୍କ ଅଜାଣତ ରେ ଗୋଟିଏ ପରିବାର ର 

ଛୋଟ ଛୁଆ କୁ ଶିକାର କରି ଚାଲିଯାଏ 

ଗାଁ ଲୋକ କିଛି କରିପାରନ୍ତି ନାହିଁ ମୁଣ୍ଡ ରେ ହାତ 

ଦେଇ ବସିଥାନ୍ତି 

ଏ ସବୁ ଗାଁର ଗୋଟିଏ ଯୁବକ ଦେଖୁଥାଏ ସେ 

ସାହସ କରି ତା ବୁଦ୍ଧି ବଳ ରେ କଲରାପତିଆ 

ବାଘ କୁ ମୃତ୍ଯୁ ମୁଖରେ ଠେଲିଦିଏ 

ସେହି ଦିନ ଠାରୁ ସେହି ଗାଁ କୁ ବାଘ ର ଭୟ ଆଉ 

ରହିଲା ନାହିଁ ।



Rate this content
Log in