Manju Rath

Tragedy

3  

Manju Rath

Tragedy

ପୁତ୍ର

ପୁତ୍ର

1 min
203


ଗର୍ଭ ଧାରଣ କରି ଯେଉଁ ମା ପୁତ୍ର କୁ ଜନ୍ମ ଦେଇଥାଏ 

ସେହି ପୁତ୍ର ମା କୁ ଦୁଃଖ ର ଅସରାଏ ଲୋତକ ଭିତରେ ଛାଡିଦିଏ । ଛୋଟ ରୁ ବଡ ପର୍ଯ୍ୟନ୍ତ ମା ର ପଣତକାନି ଓଦା ହେଉଥାଏ ସ୍ନେହ ର ଚୁମ୍ବନରେ । ଅପେକ୍ଷାରତ ରାତି କଡ ଲେଉଟାଉଥାଏ ମା ର ବିଷାଦ ମନ ରେ ପୁତ୍ର ର କଠୋର ଶବ୍ଦ ଶୁଣି ମା ହସୁଥାଏ ।

ପୁତ୍ର ମୋର କିଛି ଜାଣେନା ଏତିକି କହି ପୁତ୍ର ପାଇଁ 

ମନ ପସନ୍ଦର ଖାଦ୍ୟ ଭିତରେ ମମତାର ସ୍ପର୍ଶ ଦେଇ ସୁସ୍ବାଦ ବନାଇଥାଏ । ତଥାପି ପୁତ୍ର ଅବୁଝା ରହେ ଯେତେ ବଡ ହୁଏ ସେତେ ମା ପ୍ରତି ମମତା ବଦଳେ ଘୃଣାଭାବ ରଖେ ।

ଆଜିକାଲି ବୃଦ୍ଧ ଜୀବନ ମୃତ୍ଯୁ ଠାରୁ କଠୋର 

ବଞ୍ଚି ଥାଉ ଥାଉ କଲବଲ । ପୁତ୍ର ଥାଉ ଥାଉ 

ବୃଦ୍ଧାଶ୍ରମ ହୁଏ ଆପଣାର । ଯେମିତି କି ମା ହୋଇ ପୁତ୍ର ପାଇଁ ବୋଝର ସମ୍ପର୍କ ।



Rate this content
Log in

Similar oriya story from Tragedy