Manju Rath

Others

3  

Manju Rath

Others

ପଶୁ

ପଶୁ

1 min
121


କଥା କହି ପାରୁ ନ ଥିବା ପଶୁ ଟି ମଣିଷ ର ଟେକା ମାଡ ଖାଇ ଆମ ଘର ର କବାଟ ତଳେ ରହି ରଡି ଛାଡୁଛି ସତେ ଯେପରି ସାହାଯ୍ଯ ଲାଗି ତା ଆଖି କଥା କହୁଛି ମୁଁ ସେ ନିରିହ ପଶୁ ପ୍ରତି ଅନ୍ୟାୟ ହେଉଥିବାର ଦେଖି ମୋତେ ଦୟା ଲାଗିଲା ଏକ ଛୋଟ ଗିନା ରେ ଉଷୁମ କ୍ଷୀର ପିଇବାକୁ ଦେଲି 

 ଭୋକ ବିକଳ ରେ ସେତକ ପିଇ ଦେଇ ମୋ ପାଖରୁ ଟିକିଏ ସ୍ନେହ ଚାହିଁଲା ମୁ ତା ମୁଣ୍ଡ କୁ ଆଉଁଶିଦେଲି ସେ ନିରିହ ପଶୁ ଟି ମୋ କୋଳରେ 

କିଛି ସମୟ ପାଇଁ ଶୋଇପଡିଲା ତାକୁ ଦେଖି ସାରିବା ପରେ ବାହାର କୁ ଛାଡିବା ପାଇଁ ମନ ହେଲାନାହି ସେ ସବୁଦିନ ପାଇଁ ମୋର ସାଙ୍ଗ ହୋଇ ରହିଲା ପଶୁ ହେଲେ କଣ ହେଲା କଥା ନ କହିପାରିଲେ କଣ ହେଲା ସେ ମୋର ଅତି ବିଶ୍ବସ୍ତ ପ୍ରାଣୀ ଭାବେ ମୋର ସହିତ ମୋ ଭାବ କୁ

ତା ସହିତ ବାଣ୍ଟୁ ଥିଲା ।



Rate this content
Log in