ଲିମନ ଦିଦି

Others

2  

ଲିମନ ଦିଦି

Others

ମାଆ

ମାଆ

1 min
122


ପୁଅ : ମାଆ !ପଇସା ଦରକାର୍

ମାଆ : କ'ଣ କରିପାରିବି କହ

ପୁଅ : ମୁଁ ବି ଭାବୁଛି

ମାଆ : ମୋର ଯାହା ଗହଣା ଅଛି ; ଯଦି 

      ବିକିଦେବା.....

ପୁଅ : ନହେଇପାରେ ମାଆ.....ଘର ବନ୍ଧା ପକାନ୍ତେ   

     ଯେ !

ମାଆ : ନା....ନା....ତୋ ବାପା ମନା କରିଛନ୍ତି

ପୁଅ : ମନେ ଅଛି ମାଆ..... ସେଥିପାଇଁ ତ

ମାଆ : ଚାଲ୍ ! ମୋ କୀଡନି ବିକିଦେବା ;       

      ହେଇଯିବ ।


Rate this content
Log in