Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ସୁସ୍ଥତା

ସୁସ୍ଥତା

1 min
706


ଥିଲେ ଥାଉ ପଛେ ସମ୍ପଦ 

ଅସୁସ୍ଥତା ମସ୍ତବଡ ବିପଦ ।


ଯୋଗେ ନିରୋଗ ନାହିଁ ଆପଦ 

ଚର୍ବି ଜାତୀୟ ମସଲା ଖାଦ୍ୟ 

ଅଧିକ ପୃଷ୍ଟିସାର ସ୍ନେହସାର ଅଖାଦ୍ୟ ।


ଶରୀରର ବାହ୍ୟ ଭିତର ଅଙ୍ଗ 

ସୁସ୍ଥ ରଖିବାକୁ କର ସଂଗ୍ରାମ 

ଆଜିର ବିଶ୍ୱ କିଡନୀ ଦିବସ 

ବିଶ୍ୱାସ କୁ ପରା ନାହିଁ ନିଶ୍ୱାସ ।


ଦୈନିକ ଆହାର ପୁଣି ବିଶ୍ରାମ 

ଦେହ ଓ ମନରେ ହୋଇକି ନମ୍ର 

ଦେହ ଓ ଦୈହିକ ରଖି ସୁସ୍ଥ 

ସଂସାରେ ସଂସାରୀ ମାନି ବାନପ୍ରସ୍ଥ ।


ନୀତି ନିୟମର ହୋଇ ବଶବର୍ତ୍ତୀ 

ନିରୋଗୀ ଶରୀର ଆଣଇ ସ୍ପୁର୍ତ୍ତି 

ଅନିଦ୍ରା ଅସ୍ବାସ୍ଥ୍ୟକର ପରିବେଶ 

ମଶା ମାଛି ମୂଷା ବଢାଏ ବଂଶ ।


ଉଚିତ ବେଭାର ଓ ପରିଶ୍ରମ 

କର୍ତ୍ତବ୍ୟ କର୍ମରେ ସାର୍ଥକ ଜନ୍ମ 

ସୁସ୍ଥ ଶରୀର ନିରାମୟ ଜୀବନ 

ଅଟଇ ସମ୍ପଦ ସତେ ପୂଣ୍ୟ ଅର୍ଜ୍ଜନ ।


ସ୍ଵଛ ପରିବେଶ ସୁଷମ ଖାଦ୍ୟ 

ସୁସ୍ଥ ରହି ହେବାକୁ ନିରୋଗ 

କରିବା ଭଜନ କହିବା ଓମ 

ବ୍ୟାୟାମ କରିବା ଓଲମ ବିଲମ ।


Rate this content
Log in

Similar oriya poem from Abstract