Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Love Song

SEE WINNERS

Share with friends

ହ୍ୟାପି ଭାଲେଣ୍ଟାଇନସ୍ ଡେ! ପ୍ରେମର ଋତୁର ଉପସ୍ଥିତି, ତେବେ ଆମ ପକ୍ଷରୁ ଆୟୋଜିତ "ପ୍ରେମ ଗୀତ ପ୍ରତିଯୋଗିତାରେ" ଅଂଶଗ୍ରହଣ କରିବା ପୂର୍ବକ ଏହି ପ୍ରେମ ଋତୁକୁ ପାଳନ କରିବାର ସୁଅବସର ଆଉ କିଛି ହୋଇ ନପାରେ।

ଷ୍ଟୋରିମିରର୍ ଆପଣଙ୍କୁ "ପ୍ରେମ ଗୀତ(ଲଭ ସଂଗ)" ର ପ୍ରତିଯୋଗିତା ଏକ ଅଂଶ ହେବାକୁ ସାଦର ଆମନ୍ତ୍ରଣ କରୁଛି। ଗୀତ ମାଧ୍ୟମରେ ନିଜର ପ୍ରେମ ଏବଂ ସୃଜନଶୀଳତାକୁ ପ୍ରକାଶ କରିବାର ଏକ ସୁଯୋଗ। ଆମେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ରୋମାଣ୍ଟିକ ପ୍ରେମ ଗୀତ ଖୋଜୁଛୁ ଯାହା ଏହି ବିଶେଷ ଦିନର ମହତ୍ତ୍ୱକୁ ପ୍ରତିପାଦିତ କରିଥାଏ।

ଥିମ୍-

ପ୍ରେମ ଗୀତ ନିଜର ମୂଳ ଲେଖା ହେବା ଉଚିତ ଏବଂ ପ୍ରେମ ବିଷୟରେ ନିଜର ବ୍ୟକ୍ତିଗତ ଭାବନାକୁ ପ୍ରକାଶ କରିବା ଉଚିତ, ଏହା ବର୍ତ୍ତମାନର ସମ୍ପର୍କ, ଅତୀତର ପ୍ରେମ, କିମ୍ବା ଜୀବନ ପାଇଁ ନିଜର ପ୍ରେମ ବିଷୟରେ ପର୍ଯ୍ୟବେଷିତ ହେବା ଆବଶ୍ୟକ।

ତେଣୁ, ନିଜର ସର୍ବୋତ୍ତମ ପ୍ରେମ ଗୀତ ଲେଖିବା ଆରମ୍ଭ କରନ୍ତୁ । ଆସନ୍ତୁ ପ୍ରେମକୁ ସର୍ବାଦୃତ କରିବା ଏବଂ ଏକାଠି କିଛି ସୁନ୍ଦର ସଂଗୀତ ସୃଷ୍ଟି କରିବା!

ନିୟମ:

ଆପଣ ପ୍ରେମ ଉପରେ ପର୍ଯ୍ୟବେଷିତ ଗୀତ ଲେଖିବା ସହ ଏହାକୁ କବିତା ବର୍ଗରେ ଦାଖଲ କରିବା ଆବଶ୍ୟକ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଦାଖଲ ହେବାକୁ ଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ।

କୌଣସି ଶବ୍ଦ ସୀମା ନାହିଁ।

କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ବିଭାଗ:

କବିତା

ଭାଷା:

ଏହି ଭାଷାଗୁଡ଼ିକର ଯେକୌଣସି କିମ୍ବା ଅଧିକରେ - ଇଂରାଜୀ, ହିନ୍ଦୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳା ରେ ବିଷୟବସ୍ତୁ ଦାଖଲ କରାଯାଇପାରିବ।

ପୁରସ୍କାର:

ଶ୍ରେଷ୍ଠ ୧୦ଜଣଙ୍କୁ ଷ୍ଟୋରିମିରର୍ ପକ୍ଷରୁ Rs୧୪୯/ ରିହାତି ଭାଉଚର ଓ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ।

ଦାଖଲ ପର୍ଯ୍ୟାୟ - ଫେବୃଆରୀ ୧୪ , ୨୦୨୩ ମାର୍ଚ୍ଚ ୧୪ , ୨୦୨୩ ପର୍ଯ୍ୟନ୍ତ ।

ଫଳାଫଳର ଘୋଷଣା: ଏପ୍ରିଲ ୧୦, ୨୦୨୩

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287 / 022-49243888

ହ୍ୱାଟସ୍ ଆପ୍: +91 84528 04735