Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Others

3  

Trushna Das

Abstract Others

ଆଖି

ଆଖି

1 min
199


ଆଖି ସେ ତ ମିଛ କୁହେନା

ସେଥିରେ ଝଲସି ଉଠେ ମନର ସବୁ ଭାବନା

ଖୁସିରେ ପରିକାଶ ହୁଏ ତାର ପ୍ରଫୁଲ୍ଲିତ ଠାରା

ଦୁଃଖରେ ଛଳଛଳ ଆଖି କୁହେ ହୃଦୟର ଅକୁହା କଥା

ଓଠ ସିନା ରୁହେ ତୁନି

ହେଲେ ଚୁପ ରୁହେ ନାହିଁ ମୌନ ଆଖି

ତାର ଚୋରା ଚାହାଣି

ମନକୁ ନିଏ ଚୋରାଇ 

ତାର ଉଦାସୀନ ଦୃଷ୍ଟି

ହୃଦୟକୁ ଦିଏ ଭରି

ଏ ପରା ନୟନା

ଆଦୌ ମୌନ ରୁହେନା।।



Rate this content
Log in

Similar oriya poem from Abstract