Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titu Sahu

Others

3  

Titu Sahu

Others

ବିବାହ

ବିବାହ

1 min
209


 ମନ ଜୀବନର ହୃଦୟର ପବିତ୍ର ମିଳନ

 ଯୌବନ ଜନେ ଯେଣେ ଦେଖନ୍ତି ସପନ


 ପୁଷ୍ପିତ ଆଲୋକିତ ହୁଏ ଜୀବନ ପଥ

 ବ୍ୟଥିତ ଜର୍ଜରିତ ନିଆଁ ହୁଏ ନିର୍ବାପିତ


 ମନ ଆକାଶେ ହସେ ରୂପେଲି ଜହ୍ନ

 ରୂପବତୀ ରୂପ ହୁଏ ରୌପ୍ୟ ପାଇ କିରଣ


 ଜାତି ଅଜାତି ସମ୍ପତ୍ତି ନଥାଏ ଚିହ୍ନ

 ଏକ ସୁନ୍ଦର ମନ ପ୍ରାଣର ଉଦାହରଣ


 ଜୀବନେ ନୂତନ ପରିବର୍ତ୍ତନର ଆଗମନ

 ଜଞ୍ଜାଳ ଜାଳେ ଯେମନ୍ତେ ପଡେ ମୀନ


 ବନ୍ଧୁ ବାନ୍ଧବ ସ୍ୱଜନ ପରିଜନ ହୁଅନ୍ତିନି ଏକାଠି

 ପରିଣୟ ସମୟ ଆରମ୍ଭ ହୁଏ ଯେଉଁଠି 



Rate this content
Log in