Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titu Sahu

Classics

3  

Titu Sahu

Classics

ଏଇତ ବୋଧେ ଜୀବନ

ଏଇତ ବୋଧେ ଜୀବନ

1 min
210


   କେତେବେଳେ ଆସେ ପୂର୍ଣ୍ଣ ଛେଦ

   ପୁଣି କେତେବେଳେ କମା

   ଜାଣି ହୁଏନି କାହିଁ ଜମା

   ଜୀବନ ବାକ୍ୟ ରେ ଆସେ କେତେ ଚିନ୍ନ

   ଏଇତ ବୋଧେ ଜୀବନ ।


   ଲେଖିଥାଉ କେତେ ପ୍ରଶ୍ନ ବାଚକ

   ପୁଣି କେତେବେଳେ ବିଷ୍ମୟ ସୂଚକ

   ଏମିତି ରେ ଜୀବନ ଅନୁଛେଦ ହୁଏ ପୂର୍ଣ୍ଣ

   ଏଇତ ବୋଧେ ଜୀବନ ।


    ଲେଖା ରେ ହୋଇଥାଏ କେତେ ତ୍ରୁଟି

    ଜାଣି ହୁଏନା ହୋଇଲା କେଉଁଠି

    ସମୟ ନଥାଏ କରିବାକୁ ଅନୁଧ୍ୟାନ

    ଏଇତ ବୋଧେ ଜୀବନ ।


     କେତେବେଳେ ଆସେ ସରଳତା

     କେତେବେଳେ ଆସେ ଜଟିଳତା

     ଯିଏ ସମାଧାନ କଲା ସେ ମହାନ

     ଏଇତ ବୋଧେ ଜୀବନ ।     


Rate this content
Log in

Similar oriya poem from Classics