Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anshika Jena

Abstract Inspirational Others

4.0  

Anshika Jena

Abstract Inspirational Others

ଦିବ୍ୟ ଅଦୃଶ୍ୟ ଶକ୍ତି

ଦିବ୍ୟ ଅଦୃଶ୍ୟ ଶକ୍ତି

1 min
269


ସୂର୍ଯ୍ୟ, ଚନ୍ଦ୍ର ତାରା ଦେଖି

    ଆଖି ତ ମୋର ଯାଏ ଲାଖି

 କିିିଏ କରିଛି ସଭିିିିଙ୍କୁୁ ସୃଷ୍ଟିି

    କିଏସେ କଳା କାର ଦିଏ ସନ୍ତୁୁଷ୍ଟିି ।

 ଫୁୁୁୁଲ, ଫଳ ଗଛ ରେ କିଏସେ ଦେଲା,

    ପତ୍ର ରେ ସବୁଜ ରଙ୍ଗ କିଏସେ ଦେଲା

 ଫଳରେ ରସ, ଫୁଲ ରେ ସୁଗନ୍ଧ କିଏ ଭରିଲା,

   କିଏସେ ତୁମେ ଦେଖା ଦିଅ ଭଲା ।

  

ନୀଳ ସାଗରେ ଢେଉ ମାଳ, ନଦୀ ର କୂଳୁ କୂଳୁ ନାଦ,

 ଗଗନ ର ମେଘମାଳା, ଵିିଜୁୁଳି ର ଚମକ କୁ

କିଏସେ ସୃଷ୍ଟି କରତା ପ୍ରକୃତି କୁ ଗଢିଲା  

ସତରେ‌ ଭାବି ଭାବି ମୁୁଣ୍ଡ ମୋ ଘୂରାଇଲା ।

  

 ପୁଣି ବେଳେ ବେଳେ ପ୍ରକୃତି ର ତାଣ୍ଡବଲୀଳା

କେବେ ପୁଣି ଶାନ୍ତ ସରଳ ପ୍ରକୃତିର ଖେଳା

 କିିିିଏ ସେ ଦିବ୍ୟ ଅଦୃୃଶ୍ୟ ଶକ୍ତି ଅଦ୍ଭୁତ ତାଙ୍କ ଲୀଳା 

 ପ୍ରକୃତରେ  ସେ ଈଶ୍ୱର, ଧନ୍ୟ ତାଙ୍କ ମହିମା ମାଳା ।



Rate this content
Log in

Similar oriya poem from Abstract