Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Inspirational

3  

Smita Rani Barik

Inspirational

ଗୁରୁ ପରି ଗୁରୁ ତୁମେ

ଗୁରୁ ପରି ଗୁରୁ ତୁମେ

1 min
178



ଆପଣଙ୍କ ଭଲପାଇବା ପବିତ୍ର

ତ୍ୟାଗରେ ତ୍ୟାଗରେ ତିଆରି

ତପସ୍ୱୀନି ମ୍ୟାମ୍ ଆପଣ ମୋ ଜୀବନକୁ ଯେବେ ଆସିଲେ

ମୋ ଭଙ୍ଗା ନାଆକୁ ଗୋଟିଏ ଦିଗ ମିଳିଗଲା

ମୁଁ ମଝି ଦରିଆରେ ଭାସିଯାଉଥିଲି

ଆପଣ ବିଶାଳ ଦ୍ରୁମ ପରି ମୋ ଜୀବନକୁ ଆସିଲେ

ଆପଣ ମୋ ପ୍ରେରଣାର ଆଧାର

ଆପଣ ମୋ ମନର ଅଜ୍ଞାନତା ଦୂର କରି

ଜ୍ଞାନର ଆଲୋକ ଢାଳିଦେଲେ

ମୋ ତୂଷିତ ପ୍ରାଣରେ

ଆପଣ ମୋତେ ଜୀବନର ବିରାଟ ଅନୁଭବ ସହ

ପରିଚିତ କରାଇଲେ

ଆପଣଙ୍କ ପରି ଗୁରୁ ପାଇ

ମୋ ଜୀବନ ଧନ୍ୟ ହୋଇଛି

ସଦା ମୁଁ ମୋ ଅନ୍ତରରେ ଭକ୍ତି କରୁଥିବି

ପାଖରେ ଥିଲେ ବା ଦୂରରେ ଥିଲେ

ସଦା ଚରଣରେ ଅର୍ପଣ କରୁଥିବି ପ୍ରଣତୀ ।। 

      


Rate this content
Log in

Similar oriya poem from Inspirational