Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜଗତ ଜୀବନ କୃଷ୍ଣ ହେ ଜଗତ ଜୀବ

ଜଗତ ଜୀବନ କୃଷ୍ଣ ହେ ଜଗତ ଜୀବ

1 min
242



ଜଗତ ଜୀବନ କୃଷ୍ଣ ହେ

 ପ୍ରଭୁ କରୁଣା ସିନ୍ଧୁ

ଭକତ ବାନ୍ଧବ ହରି ହେ

 ଦୀନ ଜନର ବନ୍ଧୁ।

ଭାଦ୍ର କୃଷ୍ଣ ପକ୍ଷ ଅଷ୍ଟମୀ

 ନିଶା ଅର୍ଦ୍ଧରେ ଜାଣ

କଂସ ବନ୍ଦୀଘରେ ଦେବ ହେ

  ନେଇ ଥିଲ ଜନମ ।


ଚାରି ମେଘ ଯେବେ ଏକାଠି

  ଥିଲେ ନିଶା ଅର୍ଧରେ

ପିତା ବସୁଦେବ ମସ୍ତକେ

  ନେଇ ଥିଲେ ଗୋପରେ।

ନନ୍ଦ ଘରେନେଇ ଛାଡ଼ି ଲେ

  ଗୋପ ପାଇଲା ଶୋଭା

ବିଜୟ କରିଲେ ଶ୍ରୀ ହରି

  ଆହା କି ମନଲୋଭା ।


ନନ୍ଦ ଘରେ ହେଲା ଉତ୍ସବ

  ନନ୍ଦ ମନ ଆନନ୍ଦ

ଯଶୋଦା କୋଳରେ ଥାଇ ଣ

 ଲୀଳା କଲେ ଗୋବିନ୍ଦ।


Rate this content
Log in

Similar oriya poem from Inspirational