Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Romance

3  

kamal kumar dash

Romance

ତୁମ ଭାବନାରେ

ତୁମ ଭାବନାରେ

1 min
396


 କେବେ ତୁମେ ସାଥି ମାଗିନି ତ କିଛି

   ମୁଠାଏ ପ୍ରୀତିର ଛଡା 

ତୁମ ଭାବନାରେ  ତୁମରି ସ୍ମୃତିରେ 

  ଚେନାଏ ଇଲାକା ଛଡା (୧)


ତୁମରି ଓଠର   ଚେନାଏ ହସରୁ 

  ଆଜି ମୁଁ କବିତl ଲେଖେ 

 ତୁମରି ପ୍ରୀତିରେ  ତୁମରି ସାଥିରେ

   ବଞ୍ଚିବା ସପନ ଦେଖେ (୨ )


ନିଜଠୁ ନିଜର   ଅତି ଆପଣାର 

  କିବା ଦେବି ଉପହାର 

ମନ ମୋ ହଜିଛି  ହୃଦୟ ଭିଜିଛି 

   ସାଥି ପ୍ରୀତିରେ ତୁମର (୩)



Rate this content
Log in

Similar oriya poem from Romance