Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Tragedy Classics Inspirational

3  

Jasoda Majhi

Tragedy Classics Inspirational

ଆମେ ସ୍ୱାଧୀନ ଦେଶର ସନ୍ତାନ

ଆମେ ସ୍ୱାଧୀନ ଦେଶର ସନ୍ତାନ

1 min
235


ଆମେ ସ୍ୱାଧୀନ ଦେଶର ସନ୍ତାନ

  ଆମେ ସ୍ୱାଧୀନ ଦେଶର ସନ୍ତାନ।

ଏ ଦେଶର ଶ୍ରେଷ୍ଠ ବୀରଗଣ

  ଦେଶ ପାଇଁ ଲଢ଼ିିିି ଦେଲେ ପ୍ରାଣ।

ବୀରଙ୍କର ତ୍ୟାଗ ବଳିଦାନ

   ଦେଶରେ ଆଣିଲା ସ୍ଵାଧିନ ।

ଆମେ ସ୍ୱାଧୀନ ଦେଶର ସନ୍ତାନ

    ଆମେ ସ୍ୱାଧୀନ ଦେଶର ସନ୍ତାନ।

ଏହି ମାଟି ଆମ ପୁଣ୍ୟ ମାଟି

  ଏ  ମାଟିର ଲୋକ  ହିିନିମାନ ।

ଏ ଦେଶରେ ନାରୀ ନିିିିର୍ଯାତନା  

    ପୁୁଣି ଦେଶେ ନାରୀ ସନମାନ।

ଏ  ଦେଶ ସଂସ୍କୃତି ପରମ୍ପରା

    ଭୁଲି ଦେଖାଇଲେ ଵଡପଣ।

ଆମେ ସ୍ୱାଧୀନ ଦେଶର ସନ୍ତାନ

  ଆମେ ସ୍ୱାଧୀନ ଦେଶର ସନ୍ତାନ।

କରିଲେ ହିଂସାର ତାଣ୍ଡବ

    ଵଦଲିଲା ସ୍ଵାଧୀନତାର ଗାନ।

ଚାଲିଲା ଅନ୍ୟାୟ ଅହଙ୍କାର 

    କରିଲେ ଦେଶକୁ ଅପମାନ।

ଭରିଦେଲେ ଦେଶେ କଳଙ୍କ

    କହିଗଲେ  ମିଥ୍ୟା ବଚନ। 

 ଭୁୁଲିଯାଇ ଧାରା ଆଇନ କୁ

   ନିଜେ ସୃଷ୍ଟି କଲେ ସମ୍ବିଧାନ।

।  ଭାରତ। ମାତାର। ଜୟ।


Rate this content
Log in

Similar oriya poem from Tragedy