Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siba Sethy

Tragedy

4.0  

Siba Sethy

Tragedy

ଅକୁହା କଥା

ଅକୁହା କଥା

1 min
330


ଲିଭି ଲିଭି ଯାଏ ଜୀବନର ଦୀପ

ଅସହ୍ୟ ହେଉଛି କୋହ

ମନ କଥା ମୋର ମନେ ରହିଯାଏ

ଝରି ଝରି ଯାଏ ଲୁହ ।।


ଶୂନ୍ୟ ଜୀବନର ଶୂନ୍ୟ ଛବି ଟିଏ

ଆଙ୍କୁଛି ଆଜି ମୁଁ ବସି

କେହି ବୁଝେ ନାହିଁ କାହାରି ବେଦନା

ନିଜେ ନିଜ ଭିତେ ବନ୍ଧୀ ।।


Rate this content
Log in

Similar oriya poem from Tragedy