Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibya Ranjan Sahoo

Romance

3  

Dibya Ranjan Sahoo

Romance

ଗୋଲାପୀ ହସ

ଗୋଲାପୀ ହସ

1 min
151


ଯେଉଁଦିନ ତୁମେ

ଗୋଲାପୀ ହସ ହସି ଚାହିଁଦେଲ,

ସେହି ଦିନଠାରୁ ଆରମ୍ଭ ହେଲା

ଏକ ସୁବର୍ଣ୍ଣ ଯୁଗ,

ଯେଉଁ ଯୁଗରେ,

ପକ୍ଷୀଟିଏ ହୋଇ ଉଡିଲି ମୁଁ

ପୂର୍ବାକାଶର ରକ୍ତିମ ଆକାଶେ,

ଫୁଲଟିଏ ହୋଇ ମହକିଲି

ପାରିଜାତ ସମ ବର୍ଣ୍ଣାଢ୍ୟ ଉପବନେ,

ଚାନ୍ଦ ହୋଇ ଜୋଛନା ଢାଳିଲି

ପୂର୍ଣ୍ଣିମାର ପବିତ୍ର ନିଶିରେ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Romance