Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Inspirational

3  

Dipti lekha Mishra

Inspirational

ମୁଁ କୃଷକ

ମୁଁ କୃଷକ

1 min
441


କୋଟି କୋଟି ଜୀବ ଜନ୍ମନ୍ତି

ଏ ବିଶ୍ୱର କୋଳରେ

ଖାଦ୍ୟ ପାଇଁ ନିତି ଖଟନ୍ତି

ଏ ଭଵ ସାଗରରେ।।


ବଡ ହୋଇ ଦିନେ ମଣିଷ

କେତେ ଦେଖେ ସପନ

ଟଙ୍କା କମାଇ ତା ଜୀବନେ

ଛୁଇଁବ ସେ ଗଗନ||


ଡାକ୍ତର ଇଂଜିନିୟର

ପୋଲିସ ଆଇନଜୀବୀ

ସବୁ ଭେଟ ହେବେ ଆମକୁ

ସୁଖଦୁଃଖ ସମୟରେ।।


ସମସ୍ତ ଜୀବ ଲୋଡ଼େ ଖାଦ୍ୟ 

ଦିନରେ ଦୁଇ ତିନିଥର

ସବୁରି ମୂଳେ କୃଷି କୃଷକ

ଯା' ବିନା ଜଡ ହେବ ଶରୀର।।।



Rate this content
Log in

Similar oriya poem from Inspirational