Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gajendra Sethy

Romance

3  

Gajendra Sethy

Romance

ସମ୍ପର୍କ

ସମ୍ପର୍କ

1 min
240


ମିଛ ସମ୍ପର୍କ ରେ ଠକି ଦେଲ ମତେ

ସତ୍ୟର ବାହାନା କରି

ଛଡାଇ ନେଇଛ ହସ ଯେତେ ମୋର

ବଦଳରେ ଲୁୁହ ଭରି

କହି ଆସିଥିଲ ଆଖି ଲୁୁହ ସବୁ

ମାଟିକୁ ଛୁୁୁୁଇଁବା ପରେ

ଫୁଲ କରିଦେବ କଣ୍ଟା ତୋଳି ନେବ

ତୁମ ପ୍ରିତୀ ପରଶରେ

ବରଷକ ଦୁଃଖ ଯେ ସିନା ଭୋଗିଛି

ସେ ଜାଣିଛି ତାର ବ୍ୟଥା

ମନ ଗହନର ମହମ ଦେହଟା

କି ଅବା କହିବ କଥା



Rate this content
Log in

Similar oriya poem from Romance