Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gajendra Sethy

Abstract

2  

Gajendra Sethy

Abstract

ବିଦାୟ

ବିଦାୟ

1 min
138


ସବୁ ସାରିଦେଇ କାଙ୍ଗଳ ସଜାଇ

ତୁୁମ ଓଠେ ସିନା ହସ

ଭାବିଛ କି ତୁମେ ମୁଁ ଛାଡି ଦେେବି

ତୁୁମ ସେ ଅଭୟ ହାତ ।

ସୁୁଖଦୁଃଖ ସାଥେ ଘର ମୁଁ କରିଛି

ହସ ଲୁହ ମୋର ସାଥି

ସେଇଥି ପାଇଁ ତ କାହିଁକି ଖୋଜିିବି

ମୋ ପାଇଁ ଜହ୍ନ ରାତି ।

ସଧବା ସିିିିିନ୍ଦୁୁର ପୁଅ ବିନା ମା

ଏକା ସାଥେ କାହିିଁଁ ହୁଏ

କେମିତିିକା ତୁୁମେ ବୁଝିିିବା ଆଗରୁ

ମଥା ମୋର ନଇଁ ଯାଏ।


 



Rate this content
Log in

Similar oriya poem from Abstract