Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gajendra Sethy

Abstract

3  

Gajendra Sethy

Abstract

ଭୋକ

ଭୋକ

1 min
198


            

ସର୍ତ୍ତହୀନ ସ୍ୱାର୍ଥ ହୀନ ଭୋକ

ଅଛି ଯାର ମନେ

ଜ୍ଞାନ ରୁ ପ୍ରଜ୍ଞାନ ସେ ଲଭିବ

ଚିନ୍ତା କର ଜନେ

ଦେହ ଭୋକ ସିନା ମରେ ଏଠି

ଆସକ୍ତି ରଖିଲେ

 ଦେହୀ ପାଇଁ ଭୋକ କାହିଁ କା,ର

ସଭିଏଁ ହାରିଲେ

ପେଟ ପାଇଁ ଭୋକ ସବୁବେଳେ

ଭୋକ ପାଇଁ ପେଟ

ପରମାତ୍ମା ପାଇଁ ଭୋକ ରଖ

ହୋଇଯିବ ଭେଟ ।



Rate this content
Log in

Similar oriya poem from Abstract