Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gajendra Sethy

Romance

3  

Gajendra Sethy

Romance

ସ୍ମୃତି ତୁମେ

ସ୍ମୃତି ତୁମେ

1 min
206


ସବୁ ବର୍ଷ ଆସ ନବବର୍ଷ ନେଇ

ଯାଅ ପୁୁଣି ସ୍ମୃତି ହୋଇ

ପୁୁଣି ଆସିବା ଆଶା ଭରସାରେ

ସବୁ ସ୍ମ୍ମତି ଉଠେ ଚେଇଁ।

କାହା ଆଖି ଲୁହ କାହା ଓଠେ ହସ

କାହା ମନେ ସରସତା

ତଥାପି କାହିଁକି ତୁୁମେ ମନେପଡ

ବୁୁୁଜିିିିଦେଲେ ଆଖିପତା।

କିିିିଛି ଘଟଣାର ମୂୂକ ସାକ୍ଷୀ ତୁୁୁମେ

ଆଉ କିଛି ହୁଏ ସ୍ମୃତି

ସେଇଥି ପାଇଁ ତ ସବୁ ସ୍ମୃତି ଲାଗେେ

ଚଇତି ଚୋରା ପୀରତି ।



Rate this content
Log in

Similar oriya poem from Romance