Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Classics Inspirational

3  

Amit Bal

Action Classics Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
170


ମାତୃଭୂମିର ମମତାରେ ବାନ୍ଧି

ନିଜ ଧନ ଜୀବନ ଯୈାବନ

ତ୍ରିରଙ୍ଗା ପ୍ରେମରେ ସବୁ ତ୍ୟାଗକର

ନୂତନ ପିଢ଼ିକୁ ମୋ ଆହ୍ବାନ ।


ନିଜକୁ ପଚାର କାହିଁ ଜନ୍ମିଛ

କି ତୁମ ଜୀବନର ଉଦ୍ଦେଶ୍ୟ

ନିଜ ସ୍ଵାର୍ଥ ଛାଡି ଦେଶ କଥା ଭାବି

ସୁସ୍ଥ ଦେଶଟେ ଗଢ଼ିବା ଆସ ।


ତ୍ରିରଙ୍ଗା ର ମାନ ଉଚ୍ଚ କରିବା

ଭୁଲିବା ଆପଣା ରାଗ ରୋଷ

ସାରା ଜଗତକୁ ଆତ୍ମୀୟ ବିଚାରି

କଳହ କରିବା ଆଜି ଶେଷ ।


ତ୍ରିରଙ୍ଗା ଆମର ଗର୍ବ ଗୈାରବ

ଆମ ଏ ରାଷ୍ଟ୍ରର ଅଭିମାନ

ଦିନ ବର୍ଷ ମାସ ଗଡ଼ି ଚାଲି ଯିବ

ହେଲେ ହାରିବାନି ସ୍ବାଭିମାନ ।


Rate this content
Log in

Similar oriya poem from Action