Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIBENDU SARASWATA PANDA

Tragedy Fantasy

4.5  

SIBENDU SARASWATA PANDA

Tragedy Fantasy

ମଶାଣିର ଅଟ୍ଟହାସ୍ୟ

ମଶାଣିର ଅଟ୍ଟହାସ୍ୟ

1 min
222


ହୃଦେ ଅହଙ୍କାର ଆଭୂଷଣ କରି 

ଗର୍ବ କରୁ ଧରି ଯଶ,

ମଶାଣି ଭୂଇଁଟି ଅଟ୍ଟହାସ୍ୟ କରେ

ଦେଖି ମଣିଷ ପାଉଁଶ।


କି ପାଇଲୁ ତୁହି ପରନାମେ କହି

କି ଅବା ଯିବୁ ତୁ ନେଇ

ତ୍ୟଜି ଉପକାର କରୁଛୁ ଗରବ

ଧନ ସମ୍ପତ୍ତି ଦେଖାଇ।


ଟିକେ ଉପକାର କରିଥିଲେ ପରା

ଚାରିପାଖେ ଥା'ନ୍ତେ ନର,

ଅହଙ୍କାର ରଖି କ'ଣ ତୁ ପାଇଲୁ

ପାଖେ ଖାଲି ପରିବାର।


ସାମାନ୍ୟ ସାହାଯ୍ୟେ ମୁଖେ ବଞ୍ଚିଥାନ୍ତୁ

ବର୍ଷ ବର୍ଷ କାଳ କାଳ,

ଭାବୁଛୁ କି ତୁହି ସ୍ଵଜନଙ୍କ ମନେ

ରହିଥିବୁ ଚିରକାଳ।


Rate this content
Log in

Similar oriya poem from Tragedy