Pranati Jena

Inspirational Others

4.0  

Pranati Jena

Inspirational Others

ନିତ୍ୟ ଆନନ୍ଦ

ନିତ୍ୟ ଆନନ୍ଦ

1 min
160


ଭୋଗ ର ଆସକ୍ତି ରୁ ମୋହ ର ସୃଷ୍ଟି.. !!କାମନା, ବାସନା ର ନିଆଁ ରେ ମାୟାମୃଗ ପରି ଧାବ ମାନ ଏ ସମାଜ... !! ସୁଖ ର ପ୍ରାଚୁଯ୍ୟ ରେ ବୁଡି ରହିବାର ଶତତ ପ୍ରୟାସ ରେ ଜୀବନ ଆଜି ବ୍ୟସ୍ତ... !! ନା ଅଛି ସୁଖ, ନା ଶାନ୍ତି... !! ତଥାପି ନିଘା ନାହିଁ ଅଳପ ଜୀବନ ର ଭୋଗ ଭିତରେ ସାଉଁଟି ହେଉଥିବା ପ୍ରାର୍ଥିବ ପ୍ରାଣ କୁ.. !! 

   ସୁଦୂର ପ୍ରସାରି ତ୍ୟାଗ ର ମହାତ୍ମ.. !! ପ୍ରଶାନ୍ତି ର ଫଲ୍ଗୁ ଆଜି ସ୍ୱାର୍ଥ ପାଇଁ, ଅନ୍ୟ ର ଭଲ କୁ ଗ୍ରହଣ ନ କରିବାର ଯନ୍ତ୍ରଣା ରେ ଛଟ, ପଟ.. !! 

ମାୟା ବନ୍ଧନ ରେ ଆତ୍ମାପକ୍ଷୀ ର ନିରାସକ୍ତ ହେବା ର ପ୍ରୟାସ ଆଜି ମରୀଚିକା ପରି... !! ନିତ୍ୟ ଆନନ୍ଦ କେବଳ ଶରଣ ରେ ହିଁ ପ୍ରାପ୍ତି ହୁଏ.. !! 


Rate this content
Log in

Similar oriya story from Inspirational