Pranati Jena

Inspirational Others

3.4  

Pranati Jena

Inspirational Others

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

1 min
46



ଯଉତୁକ ବୋଧେ ଆଗରୁ ଏମିତି ଅର୍ଥକୁ ନେଇ ସୃଷ୍ଟି ହୋଇ ପରେ ତାର ରୂପରେଖ ବଦଳି ଗଲା l ହୃଦୟରୁ ଏ ସଂସ୍କାର କୁ ସମସ୍ତେ ଯଦି ଗ୍ରହଣ କରନ୍ତେ ହୁଏତ ପରିବାର ରେ ଶାନ୍ତି,ସୁଖ ଓ ଦିବ୍ୟ ପ୍ରେମ ସୃଷ୍ଟି ହୋଇ ପାରନ୍ତା l ଅଳିକ ଜୀବନ ପଥରେ କେତେ ବା ସମୟ ଓ ଆୟୁଷ l ନିଜେ ବଦଳିଲେ ସବୁ ବଦଳିବାର ରାହା ହିଁ ଆସ୍ତେ, ଆସ୍ତେ ଆସେ l ଉପଦେଶ ଦେବା ଓ ନିଜେ ଗ୍ରହଣ କରିବା ଆଜିକାଲି ରେ ଆକାଶ, ପାତାଳ ପ୍ରଭେଦ l ପ୍ରଥମେ ନିଜେ ହିଁ ଗ୍ରହଣ କରିବାର ନିଷ୍ପତ୍ତି ନେବା ଦରକାର l

ଶୁଭ ସନ୍ଧ୍ୟା

ଜୟ ଜଗନ୍ନାଥ ମଣିମା


ଯ.... ବିପଦ ସମୟରେ ଯମପୁର ରୁ ଯେଉଁ ସ୍ତ୍ରୀ ତାର ପତିବ୍ରତା ଧର୍ମକୁ ପାଳନ କରି ସ୍ୱାମୀକୁ ଉଦ୍ଧାର କରେ l

ଉ.... ଶାଶୁଘରେ କାହାକୁ ଉତ୍ତର ନ କରି ସ୍ନେହ, ଶ୍ରଦ୍ଧା, ଆପଣାର ପଣ ବାଣ୍ଟି ମୋର କରି ରଖିବା l

ତୁ.... ଶାଶୁଘରେ କାହାକୁ ବି ତୁ କାର ବଚନ ନ କରିବା

କ... ସ୍ୱାମୀର ଯେହେତୁ ସମସ୍ତେ ଆପଣାର ତେଣୁ କାହା ସହିତ କେବେ ବି କଳି ନ କରିବା l

ଝିଅ କୁ ଏ ଯଉତୁକ ନିଶ୍ଚୟ ଦେବା ଉଚିତ l

ଲକ୍ଷ୍ମୀରୂପା ଝିଅ ଜନ୍ମ କରି ଜୀବନର ସାର୍ଥକତା ଆସିଥାଏ l


Rate this content
Log in

Similar oriya story from Inspirational