Pranati Jena

Inspirational Others

3.6  

Pranati Jena

Inspirational Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
184


ତୁମେ ଆଉ ମୁଁ କିଏ ବା ଜାଣିଛି ହୃଦୟ ଟିଏ କୁ ଓ ତା ଭିତରେ ଥିବା ଢଳ, ଢଳ ଅନୁରାଗ ଭିଜା ମମତ୍ୱ ର ଆବେଗ କୁ ମୁଁ ଦୂର ଆକାଶରେ ପ୍ରତୀୟ ମାନ ହେଉ ଥିବା ଇନ୍ଦ୍ର ଧନୁର ସାତ ରଙ୍ଗ ରେ ବର୍ଣ୍ଣିଳ ଶୋଭାତୁମେ ପ୍ରକୃତି ରାଣୀର ନିରଭିଜା ହୃଦୟର ନିରାସକ୍ତ ଅନାମିକା ମୁଁ ଜୀବନର ପଥେ ବାସ୍ନାଭରା ଗୋଲାପ ର ପ୍ରୀତିପର୍ଣ୍ଣl ତୁମେ ସ୍ମୃତିଭରା ପଥେ ଅବ୍ୟକ୍ତ୍ୟ ଯନ୍ତ୍ରଣା ର ଶେଷ ସୀମା । ତୁମେ ଆଉ ମୁଁ, ଭିତରେ କେତେ ଯେ ଦୂରତ୍ୱ କଳିବାକୁ, ଜଳିବାକୁ ହୁଏ ଯାହା, ବୁଝି ହୁଏନି କି ବୁଝେଇ ହୁଏନି।ତଥାପି ମମତାର ମେଳନରେ ଅନୁଭବ କରିହୁଏ ଜୀବନକୁସାଉଁଟି ହୁଏ ହୃଦୟର କେଉଁ କୋଣରେ ଅଭୁଲା ସ୍ମୃତି ସବୁ କୁ ।


Rate this content
Log in

Similar oriya story from Inspirational