Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Action

3  

Durjyodhan Barik

Action

ତାଳ ବରଡା

ତାଳ ବରଡା

1 min
118


ତଳ ବରଡା ଖସେ

ଉପର ବରଡା ହସେ

ମଝି ବରଡା ମୃଦୁ କରି ଭାଷେ ।


ତଳକୁ ଚାହୁଁଛି

ଦୁଃଖରେ କହୁଛି

ତୋ ଦିନ କାଳ ଗଲାଲ ମାଉସୀ

ମୋ ଦିନ କାଳ ଆସୁଛି ।


ଏକଥା କେମିତି ଜାଣିବ ସିଏ

ଉଛୁଳା ଯୌବନେ ଉଛୁଳି ଯାଏ ।


ଊପରକୁ ଚାହେଁ

 ଧୀରେ ସେ କହେ

ଏମିତି ହସିବା ଉଚିତ ନୁହେଁ ।


ଜନ୍ମ ମୃତ୍ୟୁ ସବୁ କାଳକୁ ଜଣା,

ଆମେ ସବୁ ଅଟୁ ତାର ଖେଳନା ।



Rate this content
Log in

Similar oriya poem from Action