Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଜେଜେମା ଜେଜେବାପା ଙ୍କ ସପ୍ନ

ଜେଜେମା ଜେଜେବାପା ଙ୍କ ସପ୍ନ

1 min
226



ପୁତ୍ର ଭକ୍ତି ଦେଖି ପିତାମାତା ଦ୍ବୟେ

ଅତିବ ଆନନ୍ଦେ ଶୁଖି

ପାଇଥିଲେ ବହୁ ସୁନା ନାକି ଝିଅ

ପରିବାରେ ସୁଖ ଶାନ୍ତି ।


ଜେଜେ ମା ବାପପାଙ୍କ ଅଧୁରା ସପ୍ନ

ଅଳି ଅଳି ସୁନା ନାତି

ନାଆଟି ତାହାର ଅନୁ କରଣରେ

ବୁଢା ବୁଢୀ ଭାବି ଥାନ୍ତି ।


ବୁତା ର ସଚିଦା ବୁଢୀ,ବୁଦ୍ଧାଦିତ୍ଯ

ଖୋଜିଥିଲେ ପୋଥି ପାଞି

ବ୍ରାହ୍ମଣ ଗୋସାଇଁ ସଠିକତା କରି

ଦେଇ ଥିଲେ ସେଠି ଛନ୍ଦି ।


ପିତାମାତା ଙ୍କର ନାମ ଅନୁସାରେ

ଆହାକି ସୁନ୍ଦର ରୁଚି

ପୁରା ପରିବାରେ ବଂଶ ଗତ ଗୁଣ

ଠିକ୍ ଜୋଟକ ପଡିଛି ।


ଶୁଣି ପରିଜନ ପଡିସା ଯାକରେ

ଦେଖି କି ତାଙ୍କର ଭକ୍ତି

ସାରା ପରିବାରେ ହୁଅନ୍ତା ଏପରି

ସପନର ଏହି ଉକ୍ତି ।


ଭାଗ୍ୟ ଥିଲେମିଳେ ସପ୍ନ ପୁରାହୁଏ

ଅହୋଭାଗ୍ୟ ଟି ତାଙ୍କର

ଖୋଜୁଥିଲେ ଯାହା ପାଇଗଲେ ତାହା

ସତ୍ୟ ଭାବଟି ମନର ।




Rate this content
Log in

Similar oriya poem from Inspirational