ଆର୍ ଗୁଟେ ଏକଲବ୍ଯ
ଆର୍ ଗୁଟେ ଏକଲବ୍ଯ
ଗୁଟେ ଛୁଟିଆ ଗାଁ ଘର୍ ବଲି ଆଠ୍ ଦଶ୍ ଘର୍ ଜାଗା ଟାବି ଅଗବା ଜଙ୍ଗଲ୍ ଆଏ ସେନୁ ରହେସନ୍ ମଧୁ ଆର୍ ମାଲତି ଆରୁ ତାକର୍ ଗୁଟେ ବଲି ପୁଓ ଏକଲବ୍ଯ । ପିଲା ଟା ର ବୁଧି ଦିମାକ୍ ଟିକେ ଅଲଗା l ଗରିବ୍ ଆନ୍ ହେତିର୍ ଲାଗି ସେ ଘରେଁ କିଛି ମଗା ଜଚାଁ ନାଇଁ କରେ । ନିଜର ମନୁ ତାକର୍ ଘରର ବାରି, ଗୁଟେ ମାଟି ପୁତଲି ବନେଇ ପୁଜା ପାଠ୍ କରେ ତାର୍
ଶିକ୍ଷା ଆରମ୍ କରେ ।
ପିଲାଟାର୍ ସବୁ ଦିନ୍ ବେଭାର୍ ଦେଖି ବାକି ଗାଁ ର ଲୁକେ ଭିଲ ପ୍ରଶଂସା କରନ୍ ଦିନେ ତାର୍ ଭାବ୍ ବିଶ୍ଵା ଆମର୍ ମାନକର କାମ୍ ଆଏବା , ବାକି ଛୁଆ ପିଲା କୁ କହନ୍ ଜାଅବୋ ଏକଲବ୍ଯ ସାଙ୍ଗେ ମିଶି ବୁଧି ଜ୍ଞାନ୍ ଟିକେ ଲେଖା କରବ୍ । ହେଲେ କିହେ କେଭେଁ ନାଇଁ ଯାଆନ୍ ମଜାଁ ମଜଲିସ୍ କରି ସମିଆ ପୁହେଇ ଦିଅନ୍ ପଛେ ଆଗକେ ନାଇଁ ଭାବନ୍ ।
ବିଚରା ଏକଲବ୍ଯ ହରମିସା ଭାବେ ଦିନେ ମୁଇଁ ଇ ମାଟିର୍ ପୁତଲି ନେ ଭଗବାନ୍ କେ ପାଏମି ଆରୁ ମୋର ଶିକ୍ଷା ପୁରା କରମି, ହେଲେ ଇଟା ତ କଲିଯୁଗ୍ ଆଏ ଫେର୍ ବି ତାର୍ ବିସୁଆସ ଅଛେ ।
ଘରେ ଜାଣା ଭି ଥାଉ ଖାଇ ପିଇ ନିଜର୍ କାମଥୁଁ ପଛକେ ନାଇଁ ଘୁଚେ । ଏନ୍ତା ବହୁ ଦିନ୍ ଚାଲି ଯାଏସି ଏକଲବ୍ଯ ଟିକେ ହୁସିଆର୍ ହେଇଯାସି ମନେ ବଢା ଭାବସି ଛୋଟ୍ ଥିଲି ଏଖେନ୍ ବଡ ହେଲିନ୍ କେଭେ ଆରୁ ପାଏମି ଭଗବାନ୍ କେ ଯେ ମୋର୍ ଶିକ୍ଷା ପୁରା ହେବା ।
ମଧୁ ଆର୍ ମାଲତି ପିଲାଟାର ଚିନ୍ତା କେ ବୁଝି ପାରସନ୍ ବାବୁରେ ମେହେନତ୍ ର ଫଲ ଦିନେ ମିଠା ହେବା ମନ ଊଣା ନାଇଁ କର । ସତକେ ସତ୍ ଆଏ ଯୁଗି ମୁନି ମାନେ ବୁଲି ବୁଲି ସେ ବାଟେଁ ଫିରସନ୍ ଏକଲବ୍ଯ ର ଶିକ୍ଷା ଦେଖି ପ୍ରସନ୍ନ ହେସନ୍ । ଆରୁ ସେ ମାଟିର ପୁତଲା କେ ସଭେ ମିଶି ଧିଆନ ଥୁଁ ବସନ୍ ସେ ମାଟିର ପୁତଲି ନୁ ଭଗବାନ୍ କେ ଗୁରୁ ଭାବେ ପାଏସନ୍ ।
ଗୁରୁ ଏକଲବ୍ଯ ଭଲିଆ ଗୁଟେ ଶିଷ୍ୟ ପାଇ କରି ଖୁସି ହେସନ୍ ଆରୁ ଗୁରୁ ଦକ୍ଷିଣା ମାଗସନ୍ ବାବୁରେ ଇଟା ତ କଲିଯୁଗ ଆଏ ତୋର୍ ଆଙ୍ଗଠି
ମାଗି ମୁଇଁ କାଣା ପୁରନ୍ କରମି, ତୁଇଁ ଗୁଟେ ଧ୍ଯାନ ରଖିଥିବୁ ଯେନ୍ ଯେନ୍ ଜଗାନେ ଅଧର୍ମ ହେବା ସେ ଜାଗାନୁ ଧର୍ମ ସ୍ଥାପାନ କର ବୁ ଇଟା ଆଏ
ମୋର ଗୁରୁ ଦକ୍ଷିଣା କହି ଉଭି ଯାଏସନ୍ ।