Nilamani Thapa

Inspirational

3  

Nilamani Thapa

Inspirational

ମୁଇଁ ଶ୍ରୀୟା କହୁଛେଁ

ମୁଇଁ ଶ୍ରୀୟା କହୁଛେଁ

2 mins
189


ମୁଇଁ ଶ୍ରୀୟା କହୁଛେଁ


  ମଦନପୁର୍ ର ମାଟୁଲୁ ଝି ଶ୍ରୀୟା, ପଡୁଥିଲା ବେଲେଁ

ଯେନ୍ତା ଥିଲା ଆଏଜ୍ ଭିଲ ସେନ୍ତା ଅଛେ ନ । ତା'ର ଖଟବାର୍ ଚାରଟା ବଛର୍ ହେଇଛେ,ଛୁଆ ଦିନୁ ତାର ଯେନ୍ତା ସବକର୍ ନୁ ଏକତା ଥିଲା, ଶାଶ୍ ଘରେଁ ସେନ୍ତା ଅଛେ । ଅଙ୍ଗନବାଡି ନୁ ସେ ଛୁଆ କୁ ପାଠ୍ ପଢାସି ନିଜର ଭିଲ ଝିଟେ ନାଆଁ ଦେଇଛେ ରିୟା ତା'ର ଛୁଆ କେ ବି ସେ ସାଙ୍ଗେ ପଢାସି ।ସବକିର୍ ଛୁଆ ଯେନ୍ତା ତାର ଛୁଆ ଭିଲ ସେନ୍ତା । ସମକୁ ନିଜର ଛୁଆ ପିଲା ଲେଖେଁ

ଦେଖଭାଲ୍ କରସି ।


          ତାର ସଭାବ୍ ଦେଖି ଗାନୁଁ, ଯାହାର୍ ଯେନ୍ତା ଛୁଆ ପିଲା କୁ ପଢବାର କେ ପଠାସନ୍ ଆରୁ ବେ ଫିକର୍ ରହେସନ୍ । ଇଭଲିଆ ବହ ଟେ ପାଇ ସଭେ ରାଧୁ କେ ବଢା ପ୍ରଶଂସା କରସନ୍ କିଛି କାଣା ଗାଁ ନୁ ହେଲେ, କାହାର ଚିଠି ପତର୍ ଲିଖାବାର୍ କେ ଲିଖେଇ କହେସନ୍ । ଏନ୍ତା ତା'ର ସଭାବ୍ ଦେଖି ଗାନୁଁ ସରପଞ୍ଚ ହେବାର କେ କହେ ସନ୍ ହେଲେ,ଶ୍ରୀୟା ମନା କରସି ମତେ

ଏଡକି ବଡ କାମ୍ ନାଇଁ ଦିଅ, ମୁଇଁ ଯେନ୍ତେଇ ଅଛେଁ ଠିକ୍ ଠାକ୍ ଅଛେଁ ।


       ଗାଁ ନୁ ବୁଝା ସୁଝା କରସନ୍ ଆରୁ ସରପଞ୍ଚ ବନାବାର୍

କେ ସଭେଁ କହେସନ୍ । ବଢା ଅଡୁଆ ଥି ପଡସି ଶ୍ରୀୟା, କା'ଣା ଆରୁ କରବା, ଭାବସି ! ତାର୍ ବାଆକେ ଫୁନ୍ କରସି କହେସି ମୁଇଁ ଶ୍ରୀୟା କହୁଛେଁ , ଉଲଗି ହେଉଛେଁ ଗୋ, ଘରେଁ ସଭେଁ ଭଲ ଭଲ ଅଛନ୍ ତ । ତେତରୁ କହେସି ମୁଇଁ ଅଡୁଆଥୁଁ ପଡିଛେଁ ସେନୁ ତାର ବାଆ କହେସି କାଣା ହେଲାରେ ନୁନି ଠିକ୍ କରି କହ । ସେନୁ ଶ୍ରୀୟା କହେସି - ସଭେ କହୁଛନ୍ ମତେ ସରପଞ୍ଚ ହେବାରକେ ।


           ମାଟଲୁ ଆରୁ କାଣା କହେବା, ନୁନି ତୁଇଁ ତ ଯାନିଛୁ ରେ ମା ତତେ କାଣା କହେମି । ଛୁଆନୁଁ ତତେ ବଡ କଲି ହାତକ ଦୁଇ ହାତ୍ କଲି ଯେନ୍ତା "ଝି ଜନମ୍ ପର ର ଘରକେ" ଶାଶ ଘର ତୋର୍ ନିଜଘରେ ମାଁ । ତୁଇଁ ତୋର ଶାଶ ଶସୁର, ଆରୁ ଜୁଏଁ ପିଲାର ନୁଁ ବୁଝା ସୁଝା କର୍ ତାକର ହିସାବେ କାଣା କହୁଛନ୍ ସେଟା ଉଏନ୍ ଆଏ । ଶ୍ରୀୟା ନିଜର୍ ମନେ ଭାବସି ବୁଆ ଟା ଭିଲ ଠିକ୍ କହୁଛେ ।


            ମତାମତ ହିସବେ ସରପଞ୍ଚ ହେସି, ପାଞ୍ଚ ଖଣ୍ଡ ଗାଁ ର ଦେଖ ଭାଲ୍ କରସି ସମକିର ଅସୁବିଧା ଦୂର କରସି । ଯେତକି ବେଲେଁ ବି କିଏ କେନୁ ଫୁନ୍ କରସି ଶ୍ରୀୟା ର ନିକେ ତା'ର ତୁଣର ଗୁଟେ କଥା ସୁନବାର୍ ଭଲ ପାଏସନ୍ ।


           "ସେଟା ହେଲା ମୁଇଁ ଶ୍ରୀୟା କହୁଛେଁ " ।



Rate this content
Log in

Similar oriya story from Inspirational