Nilamani Thapa

Inspirational Others

3  

Nilamani Thapa

Inspirational Others

ତୋର୍ ବିନା (କଥାନୀ)

ତୋର୍ ବିନା (କଥାନୀ)

2 mins
192



    ମଦନ୍ ଆରୁ ସୁନି ଦୁହେଁ ଛୁଆଦିନର ସାଙ୍ଗ ବିଧାତ ଭିଲ୍ ଏନ୍ତା ଜୁଟେଇ ଥିଲା ଯେ ଦୁହେଁ ବିହା ହଇ ସୁଖେ ରହୁଥିଲେ ।

ଯେନ୍ତା ଅଁସକୁରା କେ ଅଁସକୁରୀ ଦୈବ୍ ଦେଇଛେ ଭେଟକରି, ତାକର୍ ଗୁଟେ ବଲି ପୁଓ ନାଁଟା ଚଏତୁ ବଢିଆ ଗେହ୍ଲା କରି ଛୁଆକେ ରଖନ୍ ଦୁହିକର୍ ଗୁଟେ ଆଖିର ତାରା ଆଏ । ଖେଲା ବୁଲା ଠାନୁ ଇସକୁଲେ ପଢାତକ୍ ମଦନ ଆରୁ ସୁନି ନିଆ ଅନା କରନ୍ । ସବୁବେଳେ କହନ୍ ବାବୁରେ ତୋର ବିନା ଆମର୍ ଦୁନିଆଁଟା ଅନ୍ଧାର୍ ଆଏ ଭଲ୍ ପଢବୁ ସାଙ୍ଗ ସାଥି ମାନକୁ, ଆଜ୍ଞା ମାନଙ୍କୁ ସମ୍ମାନ ଦେବୁ । ଦିନେ ତୁଇ ବଡ୍ ହେଇ କରି ଆମର୍ ମାଏନ୍ ମହତ୍ ରଖବୁ ।


      ଚଏତୁ କ୍ଲାସଥିଁ ଏକ ନମ୍ବର୍ ଭଲ ପାଠ୍ ପଢସି ଖେଲ୍ କୁଦରେ ବି ନାଁ କରସି ଗାଁ ମାନନୁ ଭିଲ ତାକେ ଭଲ୍ ପାଆନ୍,

ପିଲାଟା ଦିନେ ଗାଁର ନାଆ ରଖବା ତାର ପ୍ରଶଂସା କରନ୍ ଇପି ସ୍କୁଲ ସାରି ଏମି. ତେହେରୁ ହାଇସ୍କୁଲ ସାରି କଲେଜ ଗଲା । କଲେଜ୍ ପଢା କଥାତ୍ କେଥେ ରକମ୍ ପିଲା ଟୁକେଲ୍ ଦେଖବ୍ ଭିନ୍ ଭିନ୍ ଇସକୁଲୁ ଆସିଥାନ୍ ସାଙ୍ଗ ସାଥି ମାନ୍ ବଦଲି ହଇ ଥାନ୍ ସବୁ ନୁଆଁ ନୁଆଁ ଚଏତୁକେ ସେନ ସବକ୍

ର ସାଙ୍ଗେ ମିସବା ହେଲେଁ ତାର ମାଏନ୍ ବେଭାର୍ ବଢିଆଁ ବଲି ଜଲଦି ମିଶି ଯାଏସି ।


       ଏନ୍ତା କିଛିଦିନର ପରେଁ ସବୁ ଠିକ୍ ଠାକ୍ ହଇ ଯାଏସି ଚଏତୁ ସମ୍ମାନ ପାଏସି, କଲେଜଥି ଫଙ୍ଗସନ୍ ଗୁଟେ ହେବାର୍ କଥା ପଡସି ଡ୍ରାମା ହେସି ସେ ଡ୍ରାମାଥି ଚଏତୁକେ ଗୁଟେ ଖେଚଡ୍ ରୋଲ ଦେଇ ଥିସନ୍ । ଏନ୍ତା କମେଡି ରୋଲ ଟା କରସିଯେ ସଭେ ଖୁସ ହେସନ୍ । ହେଲେ ଚଏତୁର ଗାଁନୁ ସେନକେ ଦେଖି ଆଇଥିସନ୍ ତାହାକେ କିହେ ଚିହ୍ନି ନାଇଁ ପାରନ୍ ହେଟା କିଏ ଗୁଟେ ଆଏ ନାଇଁ ଯାନି ପାରବାର ବଢିଆ ମଜା କରୁଛେ ପିଲାଟା କହନ୍ । ସଖାଲ୍ ପୁଆକେ ଯେତକି ବେଳେ ଯାନସନ୍ ହେଟା ଆମର୍ ଚଏତୁ ଆଏ ବଲି ବଢା ଖୁସ୍ ହେସନ୍ ।


      କଲେଜ୍ ପଢା ସରିଥାଏ ଚଏତୁକେ ତାରବୁଆ ମଦନ୍ ମାଷ୍ଟର୍ ହେବା ବଲି ବିଇଡି କରାବାରକେ ରାଉଲକେଲାନୁ ନାଁ ଲେଖେଇ ଘରକେ ପଲେଇ ଆଏସି । ବାଟେ ଆଏଲା ବେଲେଁ ମନେ ମନେ ଭାବି କାନ୍ଦି ପକାସି ଭାବସି ଛୁଆ ଦିନୁ ଆଏଜତକ ପାଖେ ରଖଲି । ବଢାଦୁର ଆଏ ଆରୁ କେନ୍ତା ଭେଟ ହେମି କହି ଭାବି ଭାବି ଘରକେ ଆଏସି । ସବୁ ଛିନା ଛିନା ମଦନ୍ ଆରୁ ସୁନି ବଢା ଭାବସନ୍ ଗାଁର ଲୁକେ ଗଲେ ଖୁଜୁଛନ୍ ।


     କିଛି ଦିନ ଯାଏସି ମଦନ୍ ରାଉଲକେଲା ଫେର୍ ଯାଏସି ଚଏତୁ ହେତକି ବେଲେ କ୍ଲାସ ଭିତରେ ଥିସି, ଖବର୍ ପାଏଲାକି ଆଏସି ବୁଆ ତୁଇ ଫେର୍ କେନ୍ତା ଆଏଲୁ ମୋର ମାଆ କେନ୍ତା ଅଛେ ଗୋ କାଣା, କହେମି ବାବୁରେ ତୋର ବିନା ଆମର ଆରୁ କାଣା ଅଛେ ତୁଇ ଆମର୍ ସବୁ ଆଏ ତୋତେ ଛାଡି ଆମେ କେନ୍ତା ଜିଇଁମୁ ତୋର ମାଆ ଆରୁ ଗାଁ ର ସଭେ ଝୁରୁଛନ୍ ।




Rate this content
Log in

Similar oriya story from Inspirational