Nilamani Thapa

Inspirational Others

3  

Nilamani Thapa

Inspirational Others

ସ୍ବପ୍ନ

ସ୍ବପ୍ନ

1 min
181



         ଦୁନିଆଁ ଦୋରଙ୍ଗ କହିବାର ତାତ୍ପର୍ଯ୍ୟ ହେଲା - ଆମରି ଜୀବନ ଏକ ଜଟିଳ ପରିବେଶ ଉପରେ ପଯ୍ଯବେଶିତ ଅଛି ।

କାରଣ ଏହି ଦୋରଙ୍ଗ ଶଦ୍ଦଟି ହେଲା ମଣିଷର ଦୁଇଟି ରୂପ ସୁଖ ଓ ଦୁଃଖ ଏଇ ଦୁଇଟି ହେଉଛି ପ୍ରାଣୀ ଜଗତର ସବୁକିଛି ।

ଜଣେ ମଣିଷ ତା'ର କର୍ମମୟ ଜୀବନରେ ସେ ସର୍ବଦା କେମିତି ସୁଖମୟ ହେବ ସ୍ବପ୍ନ ଦେଖେ । କିଏବା ନ ଚାହୁଁଛି ଯେ ତାର ଖଣ୍ଡେ ଭଲ ଘର, ଗାଡି ଘୋଡା, ଦରକାର ସମସ୍ତଙ୍କ ଇଚ୍ଛା ଥାଏ ।


          ଜଣେ ମଧ୍ୟସ୍ଥି ପରିବାର ମୁଖିଆ ସେ ସବୁବେଲେ ସ୍ବପ୍ନ ଦେଖେ ଯଦିଓ ସେ ସତରେ କିଛି ପାଉଛି ତା' ହେଲେ ଯାଉଛି କୁଆଡେ । କ'ଣ ତାର ସ୍ବପ୍ନ ସତ ହୁଏ କି ? ହକିକତ୍ ରେ ଅର୍ଜନ କରି ଥିବା ଧନ ହିଁ ପ୍ରକୃତ ଧନ ସେଇଟା ହିଁ ପରି ପୋଷଣ ହିତ କୁହାଯାଏ । ସ୍ବପ୍ନ ଦେଖିବା କେବ ସତ୍ୟ ନୁହେଁ ।

ଜଣେ ମାଦକ ଦ୍ରବ୍ୟ ଖାଇ ରାସ୍ତାରେ ସୋଇଛି, ହେଲେ ସେ ସ୍ବପ୍ନରେ ଆକାଶରେ ଉଡୁଛି । ହସୁଛି ନିଜ ମନକୁ ମନ  ଲୋକେ ତା' ପଡିଥିବା ରାସ୍ତାର ସାଇଟରୁ ଯାଉଛନ୍ତି । କିଛି

ହେଲେ କେହି ପଚାରୁ ନାହାନ୍ତି, ସମସ୍ତଙ୍କର ଗୋଟିଏ ଭାବନା ହେଲେ କରିବେ ବା କ'ଣ ।


         ସତ କଥା ମନର ଭ୍ରମ ଯେତେ ବେଲେ ହଟିବ ସେହି ଲୋକଟି ଅବାକ୍ ହେବ କ'ଣ ପ୍ରକୃତରେ ମୁଁ ସପ୍ନ ଦେଖୁ ଥିଲି । ସେତେବେଳେ କିଛି ନ ଥିବ ପାଖରେ , ନିଜେ ଏକାକୀ ଅନୁଭବ କରବ ଖାଲି ହାତରେ ଘରକୁ ଫେରିବା । ଏଇ କ' ହେଉଛି ତାର ଭାବନା ଶେଷ ହୋଇଯିବ ।



     


Rate this content
Log in

Similar oriya story from Inspirational