Supriya Samal

Classics Children classics others

3.1  

Supriya Samal

Classics Children classics others

ମୁଁ

ମୁଁ

3 mins
233


ବାସ୍ତବିକ ରେ ଏ ମୁଁ କୁ ଖୋଜିବା

କେତେଯେ କଷ୍ଟକର ପାଠ

ଯିଏ ଖୋଜିବାକୁ ଯାଇଛି

କେବଳ ସେ ହିଁ ଜାଣିଛି...||

ମନର ଆବେଗ ଉତ୍କଣ୍ଠା

ପ୍ରକାଶ କରିବାକୁ ଚିନ୍ତାକରିବା

ବହୁତ ସହଜ ମାତ୍ର

ସାମ୍ନାରେ କାହାକୁ କହିବା

ବହୁତ କଷ୍ଟକର...||

ମୁଁ ନିଜେ ହେଇ ଥିଲେ ମଧ୍ୟ

ମୁଁ କୁ ଖୋଜିବା ବହୁତ କଷ୍ଟ

ମୁଁ କୁ ମୁଁ ହୁଏତ ସେ ଦିନ ଖୋଜିପାଇବି

ଯେଉଁଦିନ ମୁଁ ମୋ ଭଳି ମଣିଷ ଟିଏ ପାଇବି

ଏବେ ମୁଁ ମୋ ମୁଁ ର ଅପେକ୍ଷା ରେ....||


Rate this content
Log in

Similar oriya story from Classics