Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

# Word Play 1

SEE WINNERS

Share with friends

ଉପସ୍ଥାପନା -:

 

ଶବ୍ଦ ଖେଳ ଉପରୋକ୍ତ ବ୍ୟାନରରୁ ଯେକୌଣସି ଶବ୍ଦ ଚୟନ କରି ସେହି ବିଷୟରେ ଲେଖନ୍ତୁ

 

ଆପଣଙ୍କ ଆତ୍ମାର ସ୍ୟାହୀରୁ ଆପଣଙ୍କ କଲମ ପୂର୍ଣ୍ଣ କରନ୍ତୁ ଏବଂ ଲେଖିବା ଆରମ୍ଭ କରନ୍ତୁ

 

ଷ୍ଟୋରିମିରର ନେଇଆସିଛି ଶବ୍ଦର ଖେଳ”, ଯାହା ଆପଣଙ୍କ ଭିତରେ ଥିବା ଲେଖକକୁ ଆହ୍ଵାନ ଦେବାପାଇଁ ଗୋଟେ ନୂତନ ଏବଂ ଉଲ୍ଲେଖନୀୟ ଲିଖନ ପ୍ରତିଯୋଗିତା ଏହି ଲିଖନ ପ୍ରତିଯୋଗିତାର ନିର୍ଦ୍ଦେଶାବଳୀ ଅତ୍ୟନ୍ତ ସରଳ ଅଟେ : ଉପରୋକ୍ତ ବ୍ୟାନରରେ ଦିଆଯାଇଥିବା ବିଷୟରୁ ଗୋଟେ କିମ୍ବା ଅଧିକ ଶବ୍ଦଗୁଡିକୁ ସଂଯୋଗ କରି ଗୋଟେ ଗଳ୍ପ କିମ୍ବା ଗୋଟେ କବିତା ଲେଖନ୍ତୁ ଏହା ଗମ୍ଭୀର କିମ୍ବା ପାଗଳାମି କିମ୍ବା ବିଚିତ୍ର କିମ୍ବା ଉତ୍ସୁକ ହୋଇପାରେ ଆପଣଙ୍କ କଳ୍ପନାକୁ ସୀମିତ ରଖନ୍ତୁ ନାହିଁ ଏହାକୁ ପ୍ରକାଶିତ କରିବାକୁ ଦିଅନ୍ତୁ ଏବଂ ଯାହାକିଛି ଆପଣଙ୍କ ଉପରେ ପ୍ରହାର କରୁଛି ତାହାକୁ ବର୍ଣ୍ଣନା କରନ୍ତୁ

 

 

ନିୟମ- :

- ଦିଆଯାଇଥିବା ଶବ୍ଦଗୁଡିକ ବିଷୟର ଶୀର୍ଷକ ହେବ ନାହିଁ

- ବ୍ୟାନରରେ ଉଲ୍ଲେଖିତ ଶବ୍ଦକୁ ନେଇ ଗଳ୍ପ କିମ୍ବା କବିତା ହେବା ଦରକାର କିମ୍ବା ଦିଆଯାଇଥିବା ଯେକୌଣସି ଶବ୍ଦର ଅର୍ଥକୁ ପ୍ରକାଶ କରୁଥିବ

- ଷ୍ଟୋରିମିରର ପ୍ରତି ଦିନ ୧୨am ରେ ଏକ ନୂତନ ଶବ୍ଦର ସମାହାର ପ୍ରଦାନ କରିବ

- ବ୍ୟାନରରେ ଶବ୍ଦଗୁଡିକ ଲିଖନର ବିଷୟ ରହିବ

- ପ୍ରତ୍ୟେକ ଶବ୍ଦର ଖେଳ ଦିନ ପାଇଁ ସକ୍ରିୟ ରହିବ

- ସମସ୍ତ ପ୍ରକାରର କବିତା ଏବଂ ଗଳ୍ପ ସ୍ଵୀକାର କରାଯିବ

- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ

 - ଗଳ୍ପ ଏବଂ କବିତା ଗୁଡିକୁ କେବଳ ପ୍ରତିଯୋଗିତା ଲିଙ୍କ୍ ଦ୍ଵାରା ଦାଖଲ କରିପାରିବେ

- ପ୍ରତିଯୋଗୀ କେବଳ ସ୍ଵ-ରଚିତ ଗଳ୍ପ ଏବଂ କବିତା ଦାଖଲ କରିପାରିବେ

୧୦- ପ୍ରସ୍ତୁତ କରାଯାଇଥିବା ଗଳ୍ପ ଏବଂ କବିତାର ସଂଖ୍ୟା ପାଇଁ କୌଣସି ସୀମା ନାହିଁ

୧୧- https://storymirror.com ରେ ଦାଖଲ କରିଥିବା ଗଳ୍ପ ଏବଂ କବିତା ପୁନର୍ବାର ଦାଖଲ କରିପାରିବେ ନାହିଁ

୧୨- ଷ୍ଟୋରିମିରର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କର ଅନ୍ତିମ ନିଷ୍ପତି ହେବ

୧୩- ପ୍ରବନ୍ଧ/ରଚନା ଗ୍ରହଣଯୋଗ୍ୟ ନୁହେଁ

 

 

ପୁରସ୍କାର -:

 - ପ୍ରତ୍ୟକ ଭାଷାର ସର୍ବଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ୫୦୦/- ଟଙ୍କା ନଗଦ ପୁରସ୍କାର ମିଳିବ ଏହି ନଗଦ ପୁରସ୍କାରର ପାତ୍ର କେବଳ ୫ରୁ ଅଧିକ ଶବ୍ଦ ଖେଳରେ ଭାଗ ନେଇଥିବା ଲେଖକଙ୍କୁ ମିଳିବ ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ

- ପ୍ରତ୍ୟେକ ଶବ୍ଦ ଖେଳରେ ଅତ୍ୟୁତ୍ତମ ଗଳ୍ପ ଏବଂ କବିତାଗୁଡ଼ିକୁ ଷ୍ଟୋରିମିରର shop ରେ ଟଙ୍କା ୨୫୦/- ମୂଲ୍ୟର voucher ପ୍ରଦାନ କରାଯିବ ଆପଣ ଏହି voucher କୁ https://shop.storymirror.comରେredeem କରିପାରିବେ

- ସର୍ବଶ୍ରେଷ୍ଠ ଗଳ୍ପ / କବିତାକୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ

- ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ

- ଷ୍ଟୋରିମିରର ଜୁନ ମାସରେ ପ୍ରାପ୍ତ ସର୍ବଶ୍ରେଷ୍ଠ ଗଳ୍ପ/କବିତାକୁ ନେଇ ଏକ -ବୁକ ପ୍ରସ୍ତୁତ କରିବ

- ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ   

  

ଯୋଗ୍ୟତା -:

 - ଶବ୍ଦ ଖେଳ ଜୁନ, ୨୦୧୯ ଠାରୁ ୩୦ ଜୁନ, ୨୦୧୯ ପର୍ଯ୍ୟନ୍ତ

- ଶବ୍ଦ ଖେଳ - ପାଇଁ ଦାଖଲ କରିବାର ଅବଧି- ଜୁନ, ୨୦୧୯ ଠାରୁ ଜୁନ, ୨୦୧୯ ପର୍ଯ୍ୟନ୍ତ

- ଶବ୍ଦ ଖେଳ - ପରିଣାମ- ଜୁନ ୨୦, ୨୦୧୯

- ୧୮ ଜୁନ,୨୦୧୯ ୧୧:୫୯pm ପର୍ଯ୍ୟନ୍ତ ପସନ୍ଦ ଏବଂ views ଗଣନା କରାଯିବ

 

ଭାଷା -:ଇଂରାଜୀ/ହିନ୍ଦୀ/ଗୁଜୁରାଟୀ/ଓଡ଼ିଆ/ବଙ୍ଗାଳୀ/ମରାଠୀ

ଲିଖନର ପ୍ରକାର -: ଗଳ୍ପ ଏବଂ କବିତା

ଯୋଗାଯୋଗ : marketing@storymirror.com / 022-49243888 / 022-49240082


Trending content
5 166

5 379