ଶବ୍ଦ ର ଖେଳ । ଉପରୋକ୍ତ ବ୍ୟାନରରୁ ଯେକୌଣସି ଶବ୍ଦ ଚୟନ କରି ସେହି ବିଷୟରେ ଲେଖନ୍ତୁ ।
“ଆପଣଙ୍କ ଆତ୍ମାର ସ୍ୟାହୀରୁ ଆପଣଙ୍କ କଲମ ପୂର୍ଣ୍ଣ କରନ୍ତୁ ଏବଂ ଲେଖିବା ଆରମ୍ଭ କରନ୍ତୁ ।”
ଷ୍ଟୋରିମିରର ନେଇଆସିଛି “ଶବ୍ଦର ଖେଳ”, ଯାହା ଆପଣଙ୍କ ଭିତରେ ଥିବା ଲେଖକକୁ ଆହ୍ଵାନ ଦେବାପାଇଁ ଗୋଟେ ନୂତନ ଏବଂ ଉଲ୍ଲେଖନୀୟ ଲିଖନ ପ୍ରତିଯୋଗିତା । ଏହି ଲିଖନ ପ୍ରତିଯୋଗିତାର ନିର୍ଦ୍ଦେଶାବଳୀ ଅତ୍ୟନ୍ତ ସରଳ ଅଟେ : ଉପରୋକ୍ତ ବ୍ୟାନରରେ ଦିଆଯାଇଥିବା ବିଷୟରୁ ଗୋଟେ କିମ୍ବା ଅଧିକ ଶବ୍ଦଗୁଡିକୁ ସଂଯୋଗ କରି ଗୋଟେ ଗଳ୍ପ କିମ୍ବା ଗୋଟେ କବିତା ଲେଖନ୍ତୁ । ଏହା ଗମ୍ଭୀର କିମ୍ବା ପାଗଳାମି କିମ୍ବା ବିଚିତ୍ର କିମ୍ବା ଉତ୍ସୁକ ହୋଇପାରେ । ଆପଣଙ୍କ କଳ୍ପନାକୁ ସୀମିତ ରଖନ୍ତୁ ନାହିଁ । ଏହାକୁ ପ୍ରକାଶିତ କରିବାକୁ ଦିଅନ୍ତୁ ଏବଂ ଯାହାକିଛି ଆପଣଙ୍କ ଉପରେ ପ୍ରହାର କରୁଛି ତାହାକୁ ବର୍ଣ୍ଣନା କରନ୍ତୁ ।
ନିୟମ :
୧- ଦିଆଯାଇଥିବା ଶବ୍ଦଗୁଡିକ ବିଷୟର ଶୀର୍ଷକ ହେବ ନାହିଁ ।
୨- ବ୍ୟାନରରେ ଉଲ୍ଲେଖିତ ଶବ୍ଦକୁ ନେଇ ଗଳ୍ପ କିମ୍ବା କବିତା ହେବା ଦରକାର କିମ୍ବା ଦିଆଯାଇଥିବା ଯେକୌଣସି ଶବ୍ଦର ଅର୍ଥକୁ ପ୍ରକାଶ କରୁଥିବ ।
୩- ଷ୍ଟୋରିମିରର ପ୍ରତି ୩ ଦିନ ୧୨am ରେ ଏକ ନୂତନ ଶବ୍ଦର ସମାହାର ପ୍ରଦାନ କରିବ ।
୪- ବ୍ୟାନରରେ ଶବ୍ଦଗୁଡିକ ଲିଖନର ବିଷୟ ରହିବ ।
୫- ପ୍ରତ୍ୟେକ ଶବ୍ଦର ଖେଳ ୩ ଦିନ ପାଇଁ ସକ୍ରିୟ ରହିବ ।
୬- ସମସ୍ତ ପ୍ରକାରର କବିତା ଏବଂ ଗଳ୍ପ ସ୍ଵୀକାର କରାଯିବ ।
୭- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
୮- ଗଳ୍ପ ଏବଂ କବିତା ଗୁଡିକୁ କେବଳ ପ୍ରତିଯୋଗିତା ଲିଙ୍କ୍ ଦ୍ଵାରା ଦାଖଲ କରିପାରିବେ ।
୯- ପ୍ରତିଯୋଗୀ କେବଳ ସ୍ଵ-ରଚିତ ଗଳ୍ପ ଏବଂ କବିତା ଦାଖଲ କରିପାରିବେ ।
୧୦- ପ୍ରସ୍ତୁତ କରାଯାଇଥିବା ଗଳ୍ପ ଏବଂ କବିତାର ସଂଖ୍ୟା ପାଇଁ କୌଣସି ସୀମା ନାହିଁ ।
୧୧- https://storymirror.com ରେ ଦାଖଲ କରିଥିବା ଗଳ୍ପ ଏବଂ କବିତା ପୁନର୍ବାର ଦାଖଲ କରିପାରିବେ ନାହିଁ ।
୧୨- ଷ୍ଟୋରିମିରର ର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କର ଅନ୍ତିମ ନିଷ୍ପତି ହେବ ।
୧୩- ପ୍ରବନ୍ଧ/ରଚନା ଗ୍ରହଣଯୋଗ୍ୟ ନୁହେଁ ।
ପୁରସ୍କାର :
୧- ପ୍ରତ୍ୟକ ଭାଷାର ସର୍ବଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ୫୦୦/- ଟଙ୍କା ନଗଦ ପୁରସ୍କାର ମିଳିବ । ଏହି ନଗଦ ପୁରସ୍କାରର ପାତ୍ର କେବଳ ୫ରୁ ଅଧିକ ଶବ୍ଦ ର ଖେଳରେ ଭାଗ ନେଇଥିବା ଲେଖକଙ୍କୁ ମିଳିବ । ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ ।
୨- ପ୍ରତ୍ୟେକ ଶବ୍ଦ ର ଖେଳରେ ଅତ୍ୟୁତ୍ତମ ଗଳ୍ପ ଏବଂ କବିତାଗୁଡ଼ିକୁ ଷ୍ଟୋରିମିରର shop ରେ ଟଙ୍କା ୨୫୦/- ମୂଲ୍ୟର voucher ପ୍ରଦାନ କରାଯିବ । ଆପଣ ଏହି voucher କୁ https://shop.storymirror.comରେredeem କରିପାରିବେ ।
୩- ସର୍ବଶ୍ରେଷ୍ଠ ଗଳ୍ପ / କବିତାକୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ ।
୪- ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ ।
୫- ଷ୍ଟୋରିମିରର ଜୁନ ମାସରେ ପ୍ରାପ୍ତ ସର୍ବଶ୍ରେଷ୍ଠ ଗଳ୍ପ/କବିତାକୁ ନେଇ ଏକ ଇ-ବୁକ ପ୍ରସ୍ତୁତ କରିବ ।
୬- ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ ।
ଯୋଗ୍ୟତା :
ଶବ୍ଦର ଖେଳ 1 ଜୁନ, 2019 ଠାରୁ 30 ଜୁନ, 2019 ପର୍ଯ୍ୟନ୍ତ ।
ଶବ୍ଦର ଖେଳ -2 ପାଇଁ ଦାଖଲ କରିବାର ଅବଧି- 4 ଜୁନ, 2019 ଠାରୁ 6 ଜୁନ, 2019 ପର୍ଯ୍ୟନ୍ତ ।
ଶବ୍ଦର ଖେଳ -2 ର ପରିଣାମ- ଜୁନ 23, 2019
22 ଜୁନ,2019 ର 11:59pm ପର୍ଯ୍ୟନ୍ତ ପସନ୍ଦ ଏବଂ views ଗଣନା କରାଯିବ ।
ଭାଷା :ଇଂରାଜୀ/ହିନ୍ଦୀ/ଗୁଜୁରାଟୀ/ଓଡ଼ିଆ/ବଙ୍ଗାଳୀ/ମରାଠୀ
ଲିଖନର ପ୍ରକାର -: ଗଳ୍ପ ଏବଂ କବିତା
ଯୋଗାଯୋଗ –: marketing@storymirror.com / 022-49243888 / 022-49240082