ସ୍ମୃତି
ସ୍ମୃତି
ଆଜି ବି ସଞ୍ଜ ବେଳେ ବସିଲେ ନିରଳାରେ
ପୁରୁଣା ସ୍ମୃତି ଫେରେ ଏଇ ମୋ ଛାତିତଳେ ।
ସେଦିନ ଜହ୍ନ ରାତି ଆଜି ବି ଚହଲାଏ ଛାତି
ଆଜି ସେ ଦିନ ନାହିଁ ରହିଛି ଖାଲି ସ୍ମୁତି ।
ମା ଙ୍କୁ ସାକ୍ଷୀ ରଖି ଜାଳିଲେ ସଞ୍ଜ ବତି
ହୃଦୟଏ ଭରିଛି ତାତି ମନ ଖୋଜେ ସାଥି
ହଜିଲା ଦିନ ଆଉ ସେ ପୁରୁଣା ସ୍ମୃତି ।