Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

# 31 Days: 31 Writing Prompts: Day 17

SEE WINNERS

Share with friends

୩୧ ଦିନ : ୩୧ ଲିଖନର ସଂକେତ : ଦିନ ୧୭

 

ଉପସ୍ଥାପନା

ଉପରେ ପ୍ରଦାନ କରାଯାଇଥିବା ବେନରର ଛବି ହିଁ ପ୍ରତିଯୋଗିତା ନିମନ୍ତେ ବିଷୟ ଅଟେ

“ଗୋଟେ ଚିତ୍ର ଏକ ହଜାର ଶବ୍ଦ ସହିତ ସମାନ ହେବ” – ବେନାମୀ

 

ଲୋକପ୍ରିୟ ଇଚ୍ଛା ଅନୁଯାୟୀ , ଷ୍ଟୋରିମିରର ନେଇଆସିଛି ଦୈନିକ ଲିଖନ ସଙ୍କେତକୁ – ଆପଣଙ୍କ ଦୈନିକ ଦିନଚର୍ଯ୍ୟା ସହିତ ଆପଣଙ୍କ ଭିତରେ ଲୁଚିରହିଥିବା ଲେଖକମାନଙ୍କୁ ଏକ ଅନନ୍ୟ ପ୍ରତିଯୋଗିତା ଆହ୍ଵାନ କରାଯାଉଛି । ଏହି ୩୧ ଦିନ ଲିଖନ ସଂକେତ ପ୍ରତିଯୋଗିତାର  ନିର୍ଦ୍ଦେଶାବଳୀ ଅତ୍ୟନ୍ତ ସରଳ ଅଛି : ବ୍ୟାନରରେ ଦିଆଯାଇଥିବା ଚିତ୍ରର ବିଭିନ୍ନ ତତ୍ତ୍ଵଗୁଡିକୁ ଏକାଠି କରି ଗଳ୍ପ ଏବଂ କବିତା ଲେଖନ୍ତୁ କିମ୍ବା ବ୍ୟାନର ଦିଆଯାଇଥିବା ଚିତ୍ର ଉପରେ ବ୍ୟାଖ୍ୟା କରନ୍ତୁ । ଏହା ଗମ୍ଭୀର କିମ୍ବା ପାଗଳାମି କିମ୍ବା ବିଚିତ୍ର କିମ୍ବା ଉତ୍ସୁକ ହୋଇପାରେ । ଆପଣଙ୍କ କଳ୍ପନାକୁ ସୀମିତ ରଖନ୍ତୁ ନାହିଁ । ଏହାକୁ ପ୍ରକାଶିତ କରିବାକୁ ଦିଅନ୍ତୁ ଏବଂ ଯାହାକିଛି ଆପଣଙ୍କ ଉପରେ ପ୍ରହାର କରୁଛି ତାହାକୁ ବର୍ଣ୍ଣନା କରନ୍ତୁ ।

ତେଣୁ ପ୍ରସ୍ତୁତ ହୋଇଯାଆନ୍ତୁ ।  ଆପଣଙ୍କ କଳ୍ପନା ଉଠାନ୍ତୁ ଏବଂ ଆପଣଙ୍କ ଶବ୍ଦ ମାଧ୍ୟମରେ ଦୁନିଆକୁ ଚିତ୍ରିତ କରନ୍ତୁ  । ପ୍ରତିଦିନ ଏକ ନୂତନ ସଂକେତ ପାଇଁ ପ୍ରସ୍ତୁତ ରୁହନ୍ତୁ ଏବଂ ଆପଣଙ୍କ ହୃଦୟର ଭାଷାକୁ ଉଲ୍ଲେଖ କରନ୍ତୁ ।  

 

ନିୟମ

୧- ଗଳ୍ପ ଏବଂ କବିତା ପାଇଁ ଚିତ୍ରକୁ ବୁଝିବାର ଆବଶ୍ୟକ ନାହିଁ, ଯେ ପର୍ଯ୍ୟନ୍ତ ଚିତ୍ର କୌଣସି ପ୍ରକାରର ପରିଣାମୀ କାର୍ଯ୍ୟକୁ ପ୍ରେରିତ କରୁଛି ।

୨- ଷ୍ଟୋରିମିରର ପ୍ରତିରାତି ୧୨am ରେ ଏକ ନୂତନ ଲିଖନ ସଂକେତ ଆରମ୍ଭ କରିବ ।

୩- ଲିଖନ ସଂକେତ ପାଇଁ ବ୍ୟାନରରେ ଚିତ୍ର ପ୍ରଦର୍ଶିତ ହେବ ।

୪- ପ୍ରତି ସଂକେତ ୪୮ ଘଣ୍ଟା ପାଇଁ ସକ୍ରିୟ ରହିବ ।

୫- ଯେକୌଣସି ପ୍ରକାରର କବିତା ଏବଂ ଗଳ୍ପ ସ୍ଵୀକାର କରାଯିବ

୬- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

୭- ଗଳ୍ପ ଏବଂ କବିତା ଗୁଡିକୁ କେବଳ ପ୍ରତିଯୋଗିତା ଲିଙ୍କ୍ ଦ୍ଵାରା ଦାଖଲ କରିପାରିବେ ।

୮- ପ୍ରତିଯୋଗୀ କେବଳ ସ୍ଵ-ରଚିତ ଗଳ୍ପ ଏବଂ କବିତା ଦାଖଲ କରିପାରିବେ ।

୯- ଗଳ୍ପ ଏବଂ କବିତାର ସଂଖ୍ୟା ପାଇଁ କୌଣସି ସୀମା ନାହିଁ  ।

୧୦- https://storymirror.com ରେ ଦାଖଲ କରିଥିବା ଗଳ୍ପ ଏବଂ କବିତା ପୁନର୍ବାର ଦାଖଲ କରିପାରିବେ ନାହିଁ ।

୧୧- ଷ୍ଟୋରିମିରର ର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କର ଅନ୍ତିମ ନିଷ୍ପତି ହେବ ।

୧୨- ପ୍ରବନ୍ଧ/ରଚନା ଗ୍ରହଣଯୋଗ୍ୟ ନୁହେଁ ।

 

ପୁରସ୍କାର

୧- ପ୍ରତ୍ୟକ ଭାଷାର ସର୍ବଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ୫୦୦/- ଟଙ୍କା ନଗଦ ପୁରସ୍କାର ମିଳିବ । ଏହି ନଗଦ ପୁରସ୍କାରର ପାତ୍ର କେବଳ ୧୫ରୁ ଅଧିକ ଲେଖନ ସଂକେତରେ ଭାଗ ନେଇଥିବା ଲେଖକଙ୍କୁ ମିଳିବ । ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ ।

୨- ପ୍ରତ୍ୟେକ ସଂକେତର ଅତ୍ୟୁତ୍ତମ ଗଳ୍ପ ଏବଂ କବିତାଗୁଡ଼ିକୁ ଷ୍ଟୋରିମିରର shop ରେ ଟଙ୍କା ୨୫୦/- ମୂଲ୍ୟର voucher ପ୍ରଦାନ କରାଯିବ । ଆପଣ ଏହି voucher କୁ https://shop.storymirror.comରେ redeem କରିପାରିବେ ।

୩- ସର୍ବଶ୍ରେଷ୍ଠ ଗଳ୍ପ / କବିତା କୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ ।

୪- ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ ।

୫- ଷ୍ଟୋରିମିରର ମଇ ମାସରେ ପ୍ରାପ୍ତ ସର୍ବଶ୍ରେଷ୍ଠ ଗଳ୍ପ/କବିତା କୁ ନେଇ ଏକ ଇ-ବୁକ ପ୍ରସ୍ତୁତ କରିବ ।

୬- ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , total views ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ ।  

 

ଯୋଗ୍ୟତା

୧- ଲିଖନ ସଂକେତ ୧ ମଇ, ୨୦୧୯ ଠାରୁ ୧ ଜୁନ, ୨୦୧୯ ପର୍ଯ୍ୟନ୍ତ ।

୨- ସଂକେତ-୧ ପାଇଁ ଦାଖଲ କରିବାର ଅବଧି- ୧ ମଇ, ୨୦୧୯ ଠାରୁ ୧ ମଇ, ୨୦୧୯ ପର୍ଯ୍ୟନ୍ତ ।

୩- ସଂକେତ-୧ ର ପରିଣାମ- ଜୁନ ୨୦୧୯

୪- ସଂକେତ-୧ ପାଇଁ ଜୁନ, ୨୦୧୯ ୧୧:୫୯pm ପର୍ଯ୍ୟନ୍ତ ପସନ୍ଦ ଏବଂ views ଗଣନା କରାଯିବ ।

 

ଭାଷା - ଇଂରାଜୀ/ହିନ୍ଦୀ/ଗୁଜୁରାଟୀ/ଓଡ଼ିଆ/ବଙ୍ଗାଳୀ/ମରାଠୀ

ଲିଖନର ପ୍ରକାର - ଗଳ୍ପ ଏବଂ କବିତା

ଯୋଗାଯୋଗ - marketing@storymirror.com / 022-49243888 / 022-49240082


Trending content